Latest Odisha News

BREAKING NEWS

ଦୌଡ଼ ପ୍ରତିଯୋଗିତାରେ ବୃଦ୍ଧ ଦମ୍ପତିଙ୍କ କମାଲ,ଜାତୀୟ ପ୍ରତିଯୋଗିତା ପାଇଁ ହେଉଛନ୍ତି ପ୍ରସ୍ତୁତ

ଡେରାଡୁନ: ଛୋଟବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଜିତିଥାନ୍ତି । ହେଲେ ନିକଟରେ ଏକ ବୃଦ୍ଧ ଦମ୍ପତି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ଆଗକୁ ସେମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି କାରଣରୁ ଏହି ଦମ୍ପତି ଏବେ…

ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା । ଐଶ୍ୱର୍ଯ୍ୟ, ଦବଙ୍ଗ ଖାନ୍ ସଲମାନଙ୍କୁ ଡେଟ୍ କରୁଥିବା…

ଟ୍ରେନ୍‌କୁ କରିଦେଲେ ସିନେମା ହଲ୍‌, ଖୁସିରେ ଦେଖିଲେ ଯାତ୍ରୀ

ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟ୍‌ୱାର୍କ ହୋଇଥିବା ବେଳେ ଏସିଆରେ ଦ୍ୱିତୀୟ । ଯଦି ଆମେ ଭାରତୀୟ ରେଳବାଇ ବିଷୟରେ କହିବା ତେବେ ଦେଶରେ ରେଳ ଟ୍ରାକ୍‌?ର ଲମ୍ବ ୬୮ ହଜାର କିଲୋମିଟରରୁ ଅଧିକ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ରେଳପଥରେ ଯାତ୍ରା କରିଥାନ୍ତି । ଟ୍ରେନ୍‌ରେ ଯାତ୍ରା…

ଘର ବିକି ଜଙ୍ଗଲରେ ଜୀବନ କାଟୁଛନ୍ତି ଦମ୍ପତି

ୱାଶିଂଟନ: ପ୍ରତ୍ୟେକ ଲୋକଙ୍କର ଆରାମରେ ରହିବା ପାଇଁ ଭଲ ଘର ଖଣ୍ଡିଏ କରିବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ଲୋକେ ସେମାନଙ୍କ ଅର୍ଜିତ ଧନକୁ ଲଗାଇ ଦେଇଥାନ୍ତି । କିନ୍ତୁ ଆମେରିକାର ଏମିତି ଏକ ଦମ୍ପତି ଅଛନ୍ତି ଯିଏ ଆରାମରେ ରହିବା ପାଇଁ ନିଜ ଘର ଦ୍ୱାର ବିକ୍ରି କରି ଜଙ୍ଗଲରେ ରହୁଛନ୍ତି ।…

ନିଲାମ ହେବ ମେସିଙ୍କ ଜର୍ସି

ଆର୍ଜେଣ୍ଟିନା: ନିଲାମ ହେବାକୁ ଯାଉଛି ଗତବର୍ଷ ଫିଫା ବିଶ୍ୱକପ୍ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି । ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ନେଇ ସେ ଆଶା କରିଛନ୍ତି । ନିଲାମରୁ ମିଳିବା ଅର୍ଥକୁ ସେ ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରିବେ…

ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀରେ ସାମିଲ ହେବେ ୨୧ ଆଇଆଇଏମ୍‌ର ନିର୍ଦ୍ଦେଶକ

ଭୁବନେଶ୍ୱର:ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଆସନ୍ତା ଡିସେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ସମସ୍ତ ୨୧ଟି ଆଇଆଇଏମ ସାମିଲ ହେବେ । ଭାରତ ସରକାରଙ୍କ ଶିକ୍ଷା…

ନାତିଙ୍କୁ ଝୁରୁଛନ୍ତି ଅନୀଲ, ଫଟୋ କଲେ ସେୟାର

ମୁମ୍ବାଇ: ନିଜ ନାତିଙ୍କୁ ଝୁରୁଛନ୍ତି ବଲିଉଡ଼ ଅଭିନେତା ଅନୀଲ କପୁର । ନାତିଙ୍କୁ ମନେ ପକାଇ ସେ ନାତି ବାୟୁଙ୍କ ସହ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଏମିତି କିଛି ଲେଖିଛନ୍ତି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହି ଦୁଇଟି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ଫିଲ୍ମ ‘ଡଙ୍କି’ ପାଇବା ପାଇଁ ରାଜକୁମାର ହିରାନୀଙ୍କ ଘର ଆଗରେ ବସିଥିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍ ଶାହାରୁଖ ଖାନ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୨ତାରିଖରେ ରିଲିଜ୍ ହେବ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ଶାହାରୁଖଙ୍କ…

ଲୋକଙ୍କ ଆଗରେ ମହିଳାଙ୍କୁ କିସ୍ କଲେ ସଲମାନ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ଦୀପାବଳି ଅବସରରେ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ଟାଇଗର-୩ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ଗୋଆରେ ପହଞ୍ଚିିଥିଲେ । ସଲମାନ ଖାନଙ୍କୁ ଦେଖିବା ପାଇଁ କାର୍ଯ୍ୟକ୍ରମରେ…

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ…