ଗରବା ନାଚୁ ନାଚୁ ହୃଦଘାତରେ ୧୦ ଜଣଙ୍କ ମୃତ୍ୟୁ
ଗାନ୍ଧୀନଗର:ସାରା ଦେଶ ମା’ଙ୍କ ଆଗମନୀକୁ ନେଇ ଝୁମୁଥିବାବେଳେ ଗୁଜରାଟରେ ଖେିଳି ଯାଇଛି ଶୋକର ଲହରୀ । ଗରବା ନାଚୁ ନାଚୁ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି ଅଧିକାଂଶ ମୃତକଙ୍କ କମ ବୟସର । ସବୁଠାରୁ କନିଷ୍ଠ ମୃତକଙ୍କ ବୟସ ୧୩ ବର୍ଷ…