Latest Odisha News

BREAKING NEWS

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ।…

ରିଲିଫ ସାମଗ୍ରୀ ନେବାକୁ ଆସି ୟେମେନ୍‌ରେ ଦଳାଚକଟା; ୮୫ ମୃତ, ୩୨୨ ଆହତ

ସାନା: ୟେମେନ ରାଜଧାନୀ ସାନାରେ ଦଳଚକଟା ଯୋଗୁ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଏକ ସ୍କୁଲରେ ରିଲିଫ ସାମଗ୍ରୀ ବଣ୍ଟାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଗାର୍ଡିଆନ୍‌ରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ଘଟଣାରେ ୩୨୨ ଜଣ ଆହତ ହୋଇଥିବା ହାଉତି…

ସୁଦାନ ଯୁଦ୍ଧ:ମୃତ୍ୟୁ ସଂଖ୍ୟା ୨୭୦ ପାର୍‌, ଛାଡି ପଳାଇଲେଣି ହଜାର ହଜାର ଲୋକ

ଖାର୍ତୋମ: ସୁଦାନରେ କ୍ଷମତା ହାତେଇବାକୁ ସେନାର ଦୁଇ ଟିମ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସୁଦାନ ଆର୍ମୀ ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଦେଶର ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ରାସ୍ତାକଡ଼ରେ ଲୋକଙ୍କ ମୃତଦେହ ପଡ଼ି…

ଆଜିବି ଜଳୁଛି ଓଡ଼ିଶା, ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିବି ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ତାତିରୁ ମିଳୁନି ତ୍ରାହି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଥିବା ବେଳେ ପାରଦ ଛୁଇଁପାରେ ୪୫ ଡିଗ୍ରୀ । ଆଜି ପାଇଁ ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ସରକାର । ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଗ୍ରୀଷ୍ମ…

ସାଧନାର ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ…

ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ  ଶିଶିର ଭିଜା ଘାସ ଉପରେ ତୁମର ଚମ୍ପା ରଙ୍ଗର ପାଦ ତୁମ ଆଖିରେ ଆଖି ମିଳାଇଛି ସଦ୍ୟ ଫୁଟା ଦୁଇ ଫୁଲ ସେଇ ମୁହୂର୍ତ୍ତରେ ନୀରା ତୁମେ ବୁଝିପାରିଲନି ଫୁଲକୁ ଛାଡ଼ି କହୁଛି ଭ୍ରମର କିଶୋରୀକୁ ଛୁଇଁବାର ଅଭିଳାଷ ତାର। ଯୁବତୀ ଥିଲ, କେଉଁ…

ଭାଷା ଭାଗବତ : ଆମେ ଭାଷାଘାତୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜବ ଓଡ଼ିଆ ସଂତାନ ଇଂଲିଶ୍‌ ଲେଖି ପ୍ରତି ଦିନ ଦେଖାଂତି ସ୍ବଭାଷା ପୀରତି ଅବୋଧ୍ୟ ଅଟେ ଏହି ରୀତି ଓ. କେ. ନ ଲେଖି, ଲେଖୁଁ O K ନ ଭାବି ଥରେ ଅଳ୍ପ ଟିକେ ଦୁଇଟି ଲିପିର ମିଶ୍ରଣ କେବେ ବି ନୁହେ ସମୀଚୀନ ବହୁ ଭାଷାରୁ ଶବ୍ଦ ନେଇ ନିଜ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ କିଛି କିଛି ତଥ୍ୟ ସଂଗ୍ରହ କରି ଆମେ ଆଲୋଚନା ଜାରି ରଖିଛେ। କିନ୍ତୁ ନିଶ୍ଚିତ ଭାବେ ମନେ ରଖିବାକୁ ହେବ ସେବକମାନଙ୍କ ନିଜ ନିଜ ସେବା ପ୍ରତି ଥିବା…

ସ୍ୱାସ୍ଥ୍ୟପାଇଁ ଉପକାରୀ ବାସି ପଖାଳ…

ଆମେ ଜାଣିଛେ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ସେହିପରି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପଖାଳ ସମସ୍ତଙ୍କ ପ୍ରିୟ । ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ…