ସପ୍ତମାତୃକା ବେଶର ଶେଷ ଦିନରେ ମହାଲଷ୍ମୀ ବେଶରେ ମା’ ଭଦ୍ରକାଳୀ
ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ସପ୍ତମ ଦିନ । ସପ୍ତମ ଦିନ ତଥା ଶେଷ ଦିବସରେ ଭକ୍ତ ମାନଙ୍କୁ ମାଆ ଭଦ୍ରକାଳୀ ମହାଲଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମାଆଙ୍କ ପୀଠରେ ଭକ୍ତ ମାନଙ୍କର ଭିଡ଼…