Latest Odisha News

BREAKING NEWS

ଅଜବ ନାମକରଣ : ବାପାମାଆ,୩ ପିଲାଙ୍କ ନାଁ ସମାନ

ଜଣେ ବ୍ୟକ୍ତିର ନାମ ହେଉଛି ତାଙ୍କର ପରିଚୟ । ସେ ସେହି ପରିଚୟ ଦ୍ୱାରା ସାରା ଜୀବନ ପରିଚିତ ହୋଇଥାଏ । ତେଣୁ ନାମର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ବହୁତ ଗୁରୁତ୍ୱ ରଖେ । ସେଥିଲାଗି ପ୍ରତ୍ୟେକ ବାପାମାଆ ପିଲା ଜନ୍ମ ପୂର୍ବରୁ ନାମ ବାଛିକି ରଖିଥାନ୍ତି । ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କ…

କାରକୁ କଏନ୍‌ରେ ସଜ୍ଜେଇଲେ ଯୁବକ

ଦୁନିଆରେ ଅନେକ ଲୋକ କିଛି ନୂଆ କରି ଦେଖାଇବାରେ ଆଗ୍ରହ ରଖନ୍ତି । ଏପରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ଏପରି ଜଣେ ଯୁବକ ଅଛନ୍ତି ଯିଏ ନିଜ କାରକୁ ନିଆରା ଲୁକ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ପସନ୍ଦ ବି କରିବେ । ଏହାର ଏକ ଭିଡ଼ିଓ ଏବେ…

ଏମିତି ଏକ ଗାଁ : ମାନସିକ ପୂରଣ ପାଇଁ ଯେଉଁଠି ଲୋକେ କରନ୍ତି ଭୂତକୁ ପୂଜା

କୋଲକତା: ଦୁନିଆରେ ଏନେକ ପୂଜା ପର୍ବ ରହିଛି । ଯାହାକୁ ଲୋକେ ରୀତିନୀତି ଅନୁସାରେ ପାଳନ କରିଥାନ୍ତି । ଏଥିସହ ନିଜର ଇଛା ପୂରଣ ପାଇଁ ମାନସିକ ରଖି ବିଭିନ୍ନ ପୂଜା ମଧ୍ୟ କରନ୍ତି । ସେହପରି ପଶ୍ଚିମବଙ୍ଗରେ ଏକ ନିଆରା ପୂଜା କରାଯାଏ, ଯାହାର ନାଁ ହେଉଛି ଭୂତ୍ ପୂଜା । ପଶ୍ଚିମବଙ୍ଗର ନଦିଆର…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଠାରେ ଯକ୍ଷ୍ମା (ଟିବି) ଉପରେ ସଚେତନତା ଡ୍ରାଇଭ୍ ଏକ ସିରିଜ୍ ସମାପ୍ତ କରି ୧୩ ଟି ଗାଁର ୩୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଂଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ହଁ, ଆମେ ଟିବି ଶେଷ…

ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ନଜର ଆସିବେ । ‘ଆଇପିଏସ୍ ଦୁର୍ଗା’ ଫିଲ୍ମରେ ସେ ଆଇପିଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଜଣେ ନିର୍ଭୀକ ମହିଳା ପୋଲିସ…

୮ ରାଜ୍ୟରେ ମାଡୁଛି କରୋନା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି…

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ବାରା ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା…

ଗୌହାଟି: ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ବିହୁ ଅବସରରେ ଗୌହାଟିର ନାରଙ୍ଗି ମିଲିଟାରୀ ଷ୍ଟେସନରେ ଆଉ ଏକ ସ୍ମାରକୀ ପତାକା ଉତ୍ସର୍ଗ କରିଛି । ଶିଳ୍ପପତି…

ବ୍ରିଜ୍ ଉପରେ କଲୋନୀ: ଶତାଧିକ ଲୋକ କରୁଛନ୍ତି ବସବାସ

ଚୀନ: ବ୍ରିଜ୍ ଉପରେ ଛୋଟ ଦୋକାନ କିମ୍ବା କିଏ ପଲିଥିନ ଟାଣି ରହୁଥିବା ଦେଖିଥିବେ, କିନ୍ତୁ ବ୍ରିଜ ଉପରେ ପୂରା କଲୋନୀର ଲୋକେ ରହୁଥିବା ଦେଖିଛନ୍ତି କି? କିନ୍ତୁ ଚୀନ୍‌ରେ ଏକ ବ୍ରିଜ ଉପରେ ଏକ କଲୋନୀ ରହିଛି, ଯେଉଁଠି ଲୋକେ ଘର କରି ରହୁଛନ୍ତି । ଆଜିକାଲି ଏହି କଲୋନୀ ବେଶ୍ ଚର୍ଚ୍ଚାରେ ।…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ବରିଷ୍ଠ କିରାଣି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣି ରଘୁନାଥ ବିଷୋୟୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପାୱାର ଆଟର୍ଣ୍ଣିଂ ଲାଗି ବରିଷ୍ଠ କିରାଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ…

ବିବାହକୁ ନେଇ ପାପାରାଜିଙ୍କ ପ୍ରଶ୍ନରେ ପରିଣୀତିଙ୍କ ପ୍ରତିକ୍ରିୟା ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ନେଇ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…