ଚିକେନ୍ ଡ଼୍ୟାନ୍ସ କଲେ ଯୁବକ, ଲୋକେ ହସି ହସି ବେଦମ
ଯଦି କୌଣସି ଉତ୍ସବରେ ନାଚଗୀତ ନ ଥାଏ,ତେବେ ସେହି କାର୍ଯ୍ୟକ୍ରମ ଫିକା ଫିକା ଲାଗେ । ବିଶେଷକରି କିଛି ଲୋକ ଏମିତି ନୃତ୍ୟ ପ୍ରଦର୍ଶନ କରନ୍ତି ଯାହାଦ୍ୱାରା ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ପ୍ରକାରର ଚିକେନ୍ ଡ଼୍ୟାନ୍ସର ଭିଡିଓ ଭାଇରାଲ…