Latest Odisha News

BREAKING NEWS

ଏଥର ବି ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି; ତ୍ରୁଟି ନା ରାଗ ସୁଝାଇଲେ !

ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠା ଦିବସରେପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅସମ୍ମାନ ।  ଗତ ଥର ବି ପ୍ରତିଷ୍ଠା ଦିବସ ପାଳନ ଉତ୍ସବକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଏଥର ବି ଡକାଗଲାନି । ହେଲେ କାହିଁକି ? କାହିଁକି ବିଏମସି ସାଂସଦଙ୍କୁ ନିମନ୍ତ୍ରଣ କଲାନି ? ଗତ…

ଏସୀୟ କୁସ୍ତି ଚାମ୍ପିୟନଶିପ: ଭାରତକୁ ତୃତୀୟ ସ୍ଥାନ

ନୂଆଦିଲ୍ଲୀ: ଏସୀୟ କୁସ୍ତି ଚାମ୍ପିୟନଶିପରେ ଭାରତୀ ରେସଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଚାମ୍ପିୟନଶିପରେ ଭାରତ ୭ ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଛି । ଅନ୍ତିମ ପଙ୍ଘାଲ ରୌପ୍ୟ ପଦକ ଜିତିଥିବା ବେଳେ ଅଂଶୁ ମଲିକ, ସୋନମ ମଲିକ, ମନୀଷା, ରିତିକ ହୁଡା, ନିଶା ଦାହିୟା ବ୍ରୋଞ୍ଜ ପଦକ…

ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ; ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା

ସମ୍ବଲପୁର:ହନୁମାନ ଜୟନ୍ତୀ ରାଲିବେଳେ ସମ୍ବଲପୁର ସହରରେ ଦେଖା ଦେଇଥିବା ଅସନ୍ତୋଷ ନିଆଁ ଏବେ ବି ଥମିନି । ଏହାକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଶାନ୍ତିଶୃଙ୍ଖଳା…

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା ଟ୍ରକ; ଚାଲିଗଲା ୮ ଜୀବନ

ଚଣ୍ଡୀଗଡ:ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ।  ଶ୍ରଦ୍ଧାଳୁଙ୍କୁ ଦଳିଦେଲା ଟ୍ରକ ।  ଚାଲିଗଲା ୮ ଜୀବନ । ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଞ୍ଜାବର ଗଢଶଙ୍କରଠାରେ । ସବୁଠୁ ହୃଦୟ ବିଦାରକ କଥା ହେଉଛି ସମସ୍ତ ମୃତକ ଗୋଟିଏ…

ସକାଳୁ ସକାଳୁ ଭାଜିହେଲା ସାରା ରାଜ୍ୟ; ଗ୍ରୀଷ୍ମ ମୁକାବିଲା ପାଇଁ ବୈଠକ ଡାକିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଅସହ୍ୟ ଗରମରେ ଛଟ ପଟ ହେଉଛି ସାରା ଓଡ଼ିଶା । ଆହୁରି ୩ ଦିନ ଏମିତି କଲବଲ କରିବ ତାତି । ଆଜି ସକାଳୁ ସକାଳୁ ଅସହ୍ୟ ହେଲାଣି ଗରମ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲାଣି । ସାଢେ ୮ଟାରୁ ଏମିତି ।  ଆହୁରି ସାରା ଦିନ ରହିଛି । ରାଜଧାନୀରେ…

ଛେଳି ବେପାରୀଙ୍କୁ ଗୁଳିକରି ଲୁଟି ନେଲେ ୯ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଲେଫ୍ରିନଡ଼ା ଥାନା ଅନ୍ତର୍ଗତ ଛଟେନପାଳି ତାରିଣୀ ମନ୍ଦିରଠାରେ ଗୁଳିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ମୃତକ ଛେଳି ବେପାରୀ ଜଣକ…

୭୫ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର ; ବଦଳିଛି ରଙ୍ଗ, ରୂପ ତଥାପି ରହିଛି ଅନେକ ସମସ୍ୟା

ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ୧୯୪୮ ମସିହା ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ…

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର…

ଭାଷା ଭାଗବତ : ଭାଷାର ଅବକ୍ଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ୟ ଭାଷାବଂତ ପ୍ରାଣୀ ଏତିକି ପାରୁନାହିଁ ଜାଣି ଜାଣିଲେ ପାରୁନାହିଁ ମାନି ଏହା ତା ସଭ୍ୟତା କାହାଣୀ ସୂକ୍ଷ୍ମ ଭାବନା କରି ଚିଂତା କହିବା, ଲେଖିବା ଦକ୍ଷତା କରିଛି କେବଠୁଁ ଅର୍ଜନ ତେବେ ବି ସଦା ସଂଦିହାନ ନିଜର ବ୍ୟକ୍ତିଗତ ଖୋଇ…

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……