Latest Odisha News

BREAKING NEWS

୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲକୁ ନେଇ ସଚେତନ କରାଇବ ଓଡ଼ିଶା ବିଜେପି

ଭୁବନେଶ୍ୱର: ଓଡିଶାର ୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ଅନୁମୋଦନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବ ଭାରତୀୟ ଜନତା ପାର୍ଟି। ଶନିବାର ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଓଡ଼ିଶାରେ ନିର୍ବାଚନ ଲଢ଼ି ଜିତିବ ବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ନିର୍ବାଚନ ଲଢିବ। ଆମେ ମହାରାଷ୍ଟ୍ର ଓ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢ଼ି…

ହାତୀଙ୍କ ଗାଁ ଆମେର, ଯେଉଁଠି ରହିଛି ହାତୀଙ୍କ ପାଇଁ ବଡ଼ ବଡ଼ କୋଠରୀ

ଜୟପୁର: ଯେତେବେଳେ ଦାଣ୍ଡରେ ହାତୀଟିଏ ଯାଏ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ଦୌଡ଼ିଥାନ୍ତି । କିନ୍ତୁ ଏମିତି ଏକ ଗାଁ ଅଛି, ଯେଉଁଠି ହାତୀ ପଲ ପଲ ରୁହନ୍ତି । ଏହି ଗାଁକୁ ହାତୀଙ୍କ ଗାଁ ବୋଲି କୁହାଯାଏ । ଏହି ହାତୀ ଗାଁ ହେଉଛି ବିଶ୍ୱର ତୃତୀୟ ଏବଂ ଭାରତର ପ୍ରଥମ…

ରାଜନୈତିକ ଉଦ୍ଦେଶ୍ୟ ରଖି ଗଣମାଧ୍ୟମ ସଂସ୍ଥାକୁ ବିଜେଡି ସରକାର ଟାର୍ଗେଟ କରୁଛି: ବୈଜୟନ୍ତ

କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବିଜେଡି ନେତୃତ୍ୱାଧୀନ ସରକାରକୁ କଟାକ୍ଷ କରି ଜୟ ପଣ୍ଡା କହିଛନ୍ତି, ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥା ସରକାରଙ୍କ ଟାର୍ଗେଟରେ…

କେନ୍ଦ୍ରରେ କ୍ଷମତାକୁ ଆସିଲେ ମହିଳା ବିଲ ତୁରନ୍ତ କାର୍ଯ୍ୟକାରୀ କରାଇବୁ:ରାହୁଲ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାସ ହେଲା ସତ କିନ୍ତୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । କାରଣ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରାଇବେ ନାହିଁ ।  ଯଦି କେନ୍ଦ୍ରରେ ଆମ ସରକାର ଆସିବ ତେବେ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରାଇବୁ । ରାଜସ୍ଥାନରେ…

ଚାକିରି କରାଇଦେବାକୁ କହି ଆଶାୟୀଙ୍କୁ ଠକେଇ, ଗିରଫ ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ମଚାରୀ

ଭୁବନେଶ୍ୱର: ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଭୁବନେଶ୍ୱରରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମାଧବ ଚରଣ ସେଠୀ। ସେ ଉତ୍କଳ ବିଶ୍ବବିଦ୍ୟାଳୟର…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା: ଫାଇଲ ଧରି ଗାଡି ସାମ୍ନାକୁ ଦୌଡି ଆସିଲେ ଯୁବକ

ବାରଣାସୀ:ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାରେ ଢିଲା । ବାରଣାସୀର ସିଗରାସ୍ଥିତ ରୁଦ୍ରାକ୍ଷ ଇଣ୍ଟରନାଶନାଲ କନଭେନସନ ସେଣ୍ଟରରୁ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବାହାରିବା କ୍ଷଣି ଜଣେ ଯୁବକ ଫାଇଲରେ କିଛି କାଗଜ ଧରି ତାଙ୍କ ଆଡକୁ ଦୌଡୁଥିବା ଦେଖିବାକୁ…

ସିସୋର ଚିଟଫଣ୍ଡ ଠକେଇ, ୯ ବର୍ଷ ପରେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଭୁବନେଶ୍ୱର: କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ…

ଆଇଏସଏଲ: ଚେନ୍ନାୟିନ ଏଫସିକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମ୍ୟାଚରେ ଓଡିଶା ଏଫସି ୨-୦ ଗୋଲରେ ଚେନ୍ନାୟିନି ଏଫସିକୁ ପରାସ୍ତ କରିଛି । ଏଥିସହ ଓଡିଶା ଟିମ ସହଜରେ ୩ ପଂଏଟ ହାସଲ କରିଛି । ଶନିବାର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଓଡିଶା ଘରୋଇ ପରିବେଶରେ ଚମତ୍କାର…

ପଶ୍ଚିମବଙ୍ଗରୁ କିଡନାପ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୫ ଗିରଫ

ବାଲେଶ୍ୱର: ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ଅପହୃତ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର। ୫ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ମିଆଁମାରର ପଞ୍ଚାରା ଥାଇ ନାମକ ଏହି ଛାତ୍ର ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀରେ ନିଜର ପିଏଚଡି ପାଠ ପଢିବାକୁ ଆସି…