ଭାଇରାଲ ହେଉଛି ଶିଶୁଙ୍କୁ ଚୁମ୍ବନ ଦେବାକୁ କହୁଥିବା ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଭିଡିଓ
ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଭିଡିଓରେ ସେ ଜଣେ ଶିଶୁଙ୍କୁ ସ୍ନେହରେ ଚୁମ୍ବନ ଦେବା ପରେ ଜିଭ ଦେଖାଇ ପୁନର୍ବାର ଶିଶୁଙ୍କ ଆଡକୁ ମୁହଁ ନେଉଛନ୍ତି । ଜଣେ…