ସିରିଏଲ ନାଗିନ୍ ୬ ରୁ ବିଦାୟ ନେଲେ ତେଜସ୍ୱୀ
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଧାରାବାହିକ ‘ନାଗିନ୍ ୬' ରୁୁ ବିଦାୟ ନେଇଛନ୍ତି । ଏଥିରେ ତେଜସ୍ୱୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ସେଥିଲାଗି ସେ ପ୍ରତ୍ୟେକ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେଜସ୍ୱୀ ଅନ୍ୟ ଏକ…