Latest Odisha News

BREAKING NEWS

ଧୂମ ୪ କରିବା ପାଇଁ ଆଦିତ୍ୟଙ୍କୁ ଅନୁରୋଧ କଲେ ଅମୀର

ମୁମ୍ବାଇ: ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ ଏବେ କିଛି ଦିନ ଫିଲ୍ମଠାରୁ ଦୂରେଇ ରହିଛନ୍ତି । ସ୍ପେନିଶ ଫିଲ୍ମ କ୍ୟାମ୍ପିୟୋନିସର ହିନ୍ଦୀ ରିମେକ ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଶେଷ ମୂହର୍ତରେ ଏଥିରୁ ଓହରି ଯାଇଥିଲେ । ପଠାନ ଫିଲ୍ମର ସଫଳତା ପରେ ଅମୀର ଏବେ ଆଦିତ୍ୟ ଚୋପ୍ରା…

ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ପରଲୋକ

ରାଞ୍ଚି: ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ…

ନିପନ ଷ୍ଟିଲ ପ୍ଲାଣ୍ଟ ବୁଲିଲେ ମୁଖ୍ୟମନ୍ତ୍ରୀ; କହିଲେ, ‘କମ୍ପାନୀର ସହଯୋଗ ନେଇ ଆଶାବାଦୀ’

ଟୋକିଓ:ଓଡ଼ିଶାରେ ପୁଞ୍ଜିନିବେଶ କରିବ ନିପନ । ନିପନ ସହଯୋଗରେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ହେବ ଷ୍ଟିଲ ପ୍ଲାଣ୍ଟ ।  ଗତକାଲି ଟୋକିଓରେ ହୋଇଥିବା ଓଡ଼ିଶା ବିଜିନେସ ମିଟରେ ଜାପାନ ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ କରବା ପାଇଁ ଆହ୍ୱାନ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପନ…

ଅସହାୟ ବୃଦ୍ଧାଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଭଙ୍ଗା ଛପର କୁଡ଼ିଆରେ କଟୁଛି ଜୀବନ

ଜଗତସିଂହପୁର: ଏ ମୁହଁକୁ ଦେଖିଲେ ଯେମିତି ଦୁଃଖର ପାହାଡ଼ରୁ ଲୁହର ଝରଣା ବହି ଯାଉଥିବା ପରି ଲାଗୁଛି । ବୟସର ଅପରାହ୍ନରେ ଦୁଃଖ ଯନ୍ତ୍ରଣା ଦାଉରେ ଲୁହକୁ ଅଟକେଇବାକୁ ସତେ ଯେମିତି ଅସମର୍ଥ ପାଲଟି ଯାଇଛି ଆଖି । ବୟସ ଛୁଇଁଲାଣି ୭୨ । ନିଜର ବୋଲି କେହି ନାହାଁନ୍ତି । ଦୁଇ ବର୍ଷ ତଳେ…

ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆର୍ଥିକ ହେର୍‌ଫେର୍ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ୍ ଆବେଦନ ପୁଣି ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ। ଗୁରୁବାର କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ୍ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ୨୦୨୨ ମେ ମାସରେ ପ୍ରବର୍ତ୍ତନ…

ଆମେରିକାରେ ଟି୨୦ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆମେରିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ । କ୍ରିକବିଜ ଅନୁସାରେ ଟିମ ଇଣ୍ଡିଆ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ଏହା ପରେ ଆମେରିକାର ଫ୍ଲୋରିଡାରେ ୱେଷ୍ଟଇଣ୍ଡିଜ…

ରେକର୍ଡ ଭାଙ୍ଗୁଛି ସଂକ୍ରମଣ; ୨୫ ହଜାର ପାର୍ କଲା କରୋନା ସକ୍ରିୟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୫୩୩୫ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା…

ଅନୁବାଦ କବିତା : ନିର୍ଝରର ସ୍ୱପ୍ନଭଙ୍ଗ

ମୂଳ ବଙ୍ଗଳା : ବିଷ୍ଣୁ ଦେ  ମୁଁ ଜାଣିଛି ତୁମ ପାଖରୁ ମୋର ମୁକ୍ତି ନାହିଁ ତେବେ ବି ତୁମ ଦ୍ଵାରକୁ ବାରମ୍ବାର ଯିବା ଓ ଆସିବା ଆତ୍ମୀୟ ନୁହଁ ସମାଜର ମାନଦଣ୍ଡରେ, ଆଇନ କାନୁନରେ ସମ୍ପର୍କଟା ଆମ କେବେ ହେଲେ ହୋଇ ନାହିଁ ବନ୍ଧା। ତୁମ ପାଖରେ ମୋର ସ୍ଵର୍ଗ ତ ନାହିଁ। ମର୍ତ୍ତ୍ୟଜୀବି…

ଜନତାଙ୍କୁ ଆଶ୍ୱସ୍ତି; ବଢ଼ିବନି ସୁଧହାର, ଲଗାଥର ୬ ଥର ରେପୋରେଟ୍ ବୃଦ୍ଧି ପରେ ଏଥର ବ୍ରେକ୍‌

ନୂଆଦିଲ୍ଲୀ: ଲଗାତର ୬ ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କର ରେପୋରେଟ୍ ବୃଦ୍ଧିରେ ବ୍ରେକ୍ ଲାଗିଛି। ଏଥର ଆର୍‌ବିଆଇ ସୁଧହାର ବଢ଼ାଇବା ନାହିଁ ବୋଲି ଘୋଷଣା କରିଛି। ଗତ ୩ ଦିନ ହେଲା ଚାଲିଥିବା ଆର୍‌ବିଆଇ ମନିଟାରୀ ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ରେପୋରେଟ୍ ବଢାଯିବ…

ମା’ଙ୍କୁ ଛାଡିଦେଲେ ବୃଦ୍ଧାଶ୍ରମରେ; କୋଟି କୋଟି ଟଙ୍କାର ସମ୍ପତ୍ତି ବାଣ୍ଟିନେଲେ ୪ ପୁଅ

ଆଗ୍ରା:ପୁଣି ବାର୍ଦ୍ଧକ୍ୟର ବିଡମ୍ବିତ କାହାଣୀ । ଉତ୍ତର ପ୍ରଦେଶରେ ହରିଆଣା ଘଟଣାର ପୁନରାବୃତ୍ତି । ଏଠି ବି ସମ୍ପତ୍ତି ଆଗରେ ହଜି ଯାଇଥିଲା ସମ୍ପର୍କ । ଲୁହ ନିଗାଡି ଯିଏ ମଣିଷ କରିଥିଲା, ହାତ ଧରି ଯିଏ ଚାଲିବା ଶିଖେଇଥିଲା ସେମାନେ ପାଲଟି ଯାଇଥିଲା ବୋଝ । ସେ ଥିଲା ଅବହେଳିତ ବୁଢୀ ମା’ ଟିଏ…