Latest Odisha News

BREAKING NEWS

ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହରର ଟିମ୍ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହର ଅଂଶଗ୍ରହଣ କରିବା ସହିତ ସ୍ୱଚ୍ଛ ଭାରତ ମିଶନ ସହରକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ…

ଗୋଟିଏ ଗାଁରେ ଗୋଟିଏ ପରିବାର

ଆସାମ: ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଗାଁ ସଂସ୍କୃତି । ପୂର୍ବ ଭଳି ଆଉ ଗାଁରେ ଦେଖିବାକୁ ମିଳୁନାହିଁ ନିଚ୍ଛକ ଗାଁର ପ୍ରତିଛବି । ପରିମାଣସ୍ୱରୂପ ନିଜର ସତ୍ତା ହରାଇବାକୁ ବସିଛି ଗାଁର ଚଳଣି । ଲୋକେ ସହରମୁହାଁ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆପଣ ଜାଣିଲେ…

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ…

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ…

ଶାହାରୁଖ, ବିଜୟଙ୍କୁ ନେଇ ଫିଲ୍ମ କରିପାରନ୍ତି ଅଟଲୀ କୁମାର

ମୁମ୍ବାଇ: ଅଟଲୀ କୁମାରଙ୍କ ଯବାନ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଶାହାରୁଖ ଖାଁ ଅଭିନୀତ ଫିଲ୍ମ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ପୂର୍ବରୁ ଯବାନରେ ଥାଲାପଥି ବିଜୟ କାମିଓ ରୋଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ । ମାତ୍ର କୌଣସି କାରଣ ବଶତଃ ଏହା…

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତ, ଅନୁଧ୍ୟାନ ପାଇଁ ରାଜ୍ୟ ପଠାଇଲା ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ମଙ୍ଗଳବାର ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ…

ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଶଲ୍ଲୁ ଜିନ୍ଦଲ

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶଲ୍ଲୁ ଜିନ୍ଦଲ । ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ତାଙ୍କୁ…

ମହିଳା ସଂରକ୍ଷଣ ବିଲ୍: ଶ୍ରେୟ ନେବାକୁ କଂଗ୍ରେସର ଦାବି, ଶାହ ଦେଲେ ଜବାବ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାର ପ୍ରଥମ ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି। ମହିଳା ସଂରକ୍ଷଣ ବିଲକୁ ନେଇ କଂଗ୍ରେସ ଶ୍ରେୟ ନେବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ନେଇ ଦୁଇ ଦଳର ଅନ୍ୟତମ ଶୀର୍ଷ ନେତାଙ୍କ ମଧ୍ୟରେ…

ଏସିଆନ ଗେମ୍ସ: ଫୁଟବଲରେ ଚୀନ ନିକଟରୁ ହାରିଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ଏସିଆନ ଗେମ୍ସରେ ପ୍ରଥମ ଗ୍ରୁପ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆୟୋଜକ ଚୀନ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଚୀନ ପକ୍ଷରୁ ତାଓ କିୟାଙ୍ଗଲୋଙ୍ଗ (୭୨, ୭୫ତମ) ୨ଟି ଗୋଲ କରିଥିବା ବେଳେ ଗିୟାଗୋ ତିୟାନୟୀ, ଡେଇ ୱେଇଜୁନ ଓ ହାଓ…