ସିଜିମାଳୀ ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ଶୋଭାଯାତ୍ରା
ରାୟଗଡ଼ା: ସିଜାମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି କମ୍ପାନୀ ସମର୍ଥକ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଖଣି ଖନନକୁ ସମର୍ଥନ କରି ଆଜି କାଶୀପୁରଠାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସରକାରଙ୍କ…