ଟ୍ରକ ଚକାତଳେ ଚାପି ହୋଇ ୫ବର୍ଷର ପୁଅ ମୃତ
କରଞ୍ଜିଆ : କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚକା ତଳେ ଚାପି ହୋଇ ୫ ବର୍ଷର ପୁଅ ମୃତ, ବାପା ଏବଂ ଆଈ ଗୁରୁତର । ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାଇକରେ ୫ ବର୍ଷର ପୁଅ, ବାପା ଏବଂ ଆଈ ନିଜ ସମ୍ପର୍କୀୟଙ୍କୁ ଦେଖା କରିବାକୁ…