Latest Odisha News

ଖୁବ୍‌ଶୀଘ୍ର ଆସିବ ଇ-ପାସ୍‌ପୋର୍ଟ: ଲାଗିବ ଚିପ୍, ୪.୫ କୋଟି ବୁକ୍‌ଲେଟ୍ ପ୍ରିଣ୍ଟିଂ ପାଇଁ ଅର୍ଡର

ନୂଆଦିଲ୍ଲୀ: ଏବେ ଆପଣଙ୍କ ପାସ୍‌ପୋର୍ଟ ବି ଇଲେକ୍ଟ୍ରୋନିକ୍ ହେବ। ବୁକ୍‌ଲେଟରେ ଚିପ୍ ଲାଗିବ। ଯେଉଁଥିରେ ଆପଣଙ୍କର ପୂରା ଯାତ୍ରା ଇଲେକ୍ଟ୍ରୋନିକ୍ ରୂପରେ ରେକର୍ଡ ହୋଇ ରହିବ। ଆଉ କମ୍ପ୍ୟୁଟର ସେନ୍‌ସରରେ ଦେଖାଇବା ପରେ ପୂରା ଯାତ୍ରାର ବିବରଣୀ ସ୍କ୍ରିନ୍‌ରେ ଦେଖାଯିବ। ଏହି ପାସ୍‌ପୋର୍ଟକୁ…

ଜୁନ୍‌ ପରେ ବିକ୍ରି କରିପାରିବେନି ପୁରୁଣା ସୁନା ଅଳଙ୍କାର  

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏବେ ସୁନାର କ୍ରମାଗତ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସରକାର ସୁନାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ୧୬ ହଜାର ବଣିଆଙ୍କୁ ଆଉ ତିନି ମାସ ସମୟ…

ଶିଶୁ ଗପ : ରୀତୁର ମହାନତା

କୁଞ୍ଜ ବିହାରୀ ସାହୁ  ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି । ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୭ ଆହତ

ଭଦ୍ରକ: ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…

‘ଚାଇଲ୍ଡ ଫଣ୍ଡ’ ପକ୍ଷରୁ ମହିଳାମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଦାତବ୍ୟ ଅନୁଷ୍ଠାନ 'ଚାଇଲ୍ଡ ଫଣ୍ଡ' ଭୁବନେଶ୍ୱର ପକ୍ଷରୁ ବସ୍ତି ଅଞ୍ଚଳରେ କାମ କରୁଥିବା ମହିଳା ଆରୋଗ୍ୟ ସମିତି ସଦସ୍ୟମାନଙ୍କୁ ନେଇ ନୀଳାଦ୍ରି ବିହାର ୟୁ.ପି.ଏମ୍.ସି. ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩ଟି ବସ୍ତି ଅଞ୍ଚଳର ମହିଳାମାନେ ଯୋଗ…

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ  ନୀଳ ଜହ୍ନ, ନୀଳ ଆକର୍ଷଣ ନୀଳ କ୍ଷତ, ନୀଳ ନୀଳ ଆଘାତ ନୀଳ ନୀଶା ଘନ ନୀଳ ରାତ୍ର ବିବସରୁ ବିବସ, ହାତ ପାଆନ୍ତାରୁ ଦୂର, ବହୁଦୂର ନୀଳଜହ୍ନ । ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା ବର୍ଷ ବର୍ଷ ଶତବର୍ଷ ମୃଦୁ ମୃଦୁ ଆଗମନ, ପାଦ ଥାପୁ ନ’ ଥାପୁଣୁ ଝରକା ଖୋଲି…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଭାଷା ଭାଗବତ : ଭାଗ୍ୟ ବିଡ଼ଂବିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଭାଷାରେ କରୁଁ ଚିଂତା ଯେଉଁ ଭାଷାରେ କହୁଁ କଥା ସେହି ଭାଷାକୁ କରି ନ୍ୟୂନ ଘଟାଉଁ ଭାଷାର ପତନ ଲିଖନ ହୋଇଲେ ସରଳ ଆଗ୍ରହେ ପାଠକ ସକଳ କରଂତି ପୁସ୍ତକ ପଠନ ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ ଏବେ ତ କେତେକ ଲେଖକ ଦୁର୍ବୋଧ୍ୟ ଶବ୍ଦର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ରୀତିନୀତି ଯେପରି ଅପୂର୍ବ ଓ ଅସଂଖ୍ୟ, ସେହିଭଳି ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସୃଷ୍ଟି ହୋଇଥିବା ସେବକ ପରମ୍ପରା ମଧ୍ୟ ଅନନ୍ୟ। ଆଜି ସେହି ସେବକମାନଙ୍କ…