ଅଭୁତ ଜନଜାତିଙ୍କ ଅଜବ ପରମ୍ପରା: ଶୁଣିଲେ ଟାଙ୍କୁରି ଉଠିବ ଲୋମ…
ନୂଆଦିଲ୍ଲୀ : ଦୁନିଆ ହୁଏତ ବହୁତ ଅଗ୍ରଗତି କରିଥାଇପାରେ । କିନ୍ତୁ ଆଜି ବି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ନିଜ ଜୀବନକୁ ପାରମ୍ପରିକ ଉପାୟରେ ବଞ୍ଚନ୍ତି । ସେମାନଙ୍କର ସଂସ୍କୃତି ଏତେ ଅଦ୍ଭୁତ ଏବଂ ଅନନ୍ୟ , ଯେ ବେଳେବେଳେ ଏହା ବିଶ୍ବାସ କରିବା କଷ୍ଟକର ହୋଇପଡେ । ଏପରି ଏକ ଜନଜାତି…