Latest Odisha News

BREAKING NEWS

ଭଦ୍ରକ କୋର୍ଟର ନୂତନ ଜିଲ୍ଲା ଜଜ ଭାବେ ଦାୟିତ୍ଵ ନେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଭଦ୍ରକ: ଭଦ୍ରକ କୋର୍ଟରେ ନୂତନ ଜିଲ୍ଲା ଜଜ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ। ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜଜ ଭାବରେ କାର୍ଯ୍ୟ କରୁଥିଲେ। ଭଦ୍ରକର ଜିଲ୍ଲା ଜଜ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ସୂଚାରୁ ରୂପେ ତାଙ୍କର କାର୍ଯ୍ୟ ସମ୍ପାଦନା କରି କୋର୍ଟରେ ସମସ୍ତଙ୍କର…

ଉଜ୍ଜୟିନୀ ଦୁଷ୍କର୍ମ ମାମଲା: ଆସନ୍ତାକାଲି ଅଭିଯୁକ୍ତଙ୍କ ଘର ଭାଙ୍ଗିବ ପ୍ରଶାସନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବେଆଇନ  ଘରକୁ ଭାଙ୍ଗିବ ପ୍ରଶାସନ । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅଟୋ ଡ୍ରାଇଭାର ଭାରତ ସୋନି ବେଆଇନ ଭାବେ ସରକାରୀ ଜମିରେ ଘର କରିଥିଲା । ଏହି ଘରକୁ ପ୍ରଶାସନ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି । ଉଜ୍ଜୈନିର…

ମୋଦୀ ସରକାର ବିରୋଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଗଣବିକ୍ଷୋଭ

ପୁରୀ: ଦୁଇ ବର୍ଷ ତଳେ ଆଜିର ଦିନରେ ଐତିହାସିକ କୃଷକ ଆନ୍ଦୋଳନରେ  ଲଷ୍ମୀପୁର ଖେରିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଗାଡି ଚଢାଇ କୃଷକମାନଙ୍କୁ ଗଣହତ୍ୟା କଲେ। ମୋଦୀ ସରକାର ଅଧ୍ୟବଧି ମନ୍ତ୍ରୀଙ୍କୁ ବରଖାସ୍ତ କଲେନି। କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ…

ଟୁଇନ୍ ସିଟି ସମେତ ୨୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ୨୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି । ଟୁଇନ ସିଟିକୁ ମିଶାଇ ରାଜ୍ୟର ୨୬ ଜିଲ୍ଲା ପାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମଙ୍ଗଳବାର ସନ୍ଧ୍ୟା ୭ଟା ୧୫ ଯାଏ ଏହି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ସୂଚନା…

ଜୟନାରାୟଣ, ବସନ୍ତଙ୍କ ପରେ ଅପରାଜିତାଙ୍କ ପ୍ରଶ୍ନ- କିଏ ସେହି ରହସ୍ୟମୟୀ ମହିଳା ? ତାଙ୍କୁ ନେଇ କାହିଁକି ସରକାର ନୀରବ ?

ଭୁବନେଶ୍ୱର:ପ୍ରଥମେ  ବିରୋଧୀ ଦଳ ନେତା ଜୟନାରାଣ, ତା ପରେ ସାଂସଦ ବସନ୍ତ ପଣ୍ଡଙ୍କ ପରେ ଏବେ ସାଂସଦ ଅପରାଜିତା ଷଡଙ୍ଗୀ ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରାକରଙ୍କୁ ଘେରିଛନ୍ତି । ସେଇ ରହସ୍ୟମୟୀ ମହିଳାଙ୍କୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା । କିଏ ସେହି ରହସ୍ୟମୟୀ ମହିଳା ? ତାଙ୍କ…

ଲାହୋର ୧୯୪୭ ପାଇଁ ହାତ ମିଳାଇଲେ ଅମୀର ଓ ସନୀ: ରାଜକୁମାର ସନ୍ତୋଷୀ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ତାଙ୍କ ଷ୍ଟାରଡମ ଫେରି ପାଇଛନ୍ତି । ସେ ଏହା ପରେ କେଉଁ ଫିଲ୍ମ ସାଇନ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଏବେ ଅମୀର ଖାଁଙ୍କ ସହ ସେ ହାତ ମିଳାଇଛନ୍ତି । ଲାହୋର ୧୯୪୭ ନାମକ ଏହି ଫିଲ୍ମରେ ସନୀ ଅଭିନୟ କରିବେ ଏବଂ ଅମିର ପ୍ରଡ୍ୟୁସର ରହିବେ ।…

ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: କାର୍ ମାଲିକ ଗିରଫ

ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା  । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି  । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ…

ଆପାର୍ଟମେଣ୍ଟ ନା ପଞ୍ଚାୟତ ! ୩୬ ମହଲା ବିଲ୍ଡିଂରେ ରହୁଛନ୍ତି ୩୦ ହଜାର ଲୋକ

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ମାତ୍ର ସମ୍ଭବ, ଅବିଶ୍ୱାସ ଲାଗୁଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ। ଆକର୍ଷଣୀୟ ଓ ଅଜବ। ସାରା ଦୁନିଆରେ ଅନେକ ଜିନିଷ ଅଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ ଓ ବିସ୍ମିତ କରିଦିଏ। ସାରା ବ୍ରହ୍ମାଣ୍ଡରେ ଏପରି ଅନେକ ଚକିତ ଓ ଚମକିତ କରିବା ଭଳି ଘଟଣା ମାନ ନିତିଦିନ…

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା: ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛି, ଡାକ୍ତର ଜଳଖିଆ ଖାଉଛନ୍ତି

ଯାଜପୁର:ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ରୋଗୀ  ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ । ଡାକ୍ତରଖାନା ପରିସରରେ ଉତ୍ତେଜନା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଜଳଖିଆ ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ କହୁଥିଲେ ହେଁ…

୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ସେମାନେ ହେଲେ ପିୟରି ଆଗୋଷ୍ଟିନି , ଫେରେନ୍ସ କ୍ରୁଜ୍ ଏବଂ ଆନେ ଏଲ୍ ହୁଇଲିୟର । ପଦାର୍ଥ ବିଜ୍ଞାନରେ ସେମାନଙ୍କ…