Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: କଥକ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ…

ପରଲୋକରେ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଓ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କର ମୃତ୍ୟୁ…

ନଭେମ୍ବରରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ: ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ। ଏହି ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ…

ବିଶ୍ୱକପ କ୍ରିକେଟ: ଭାରତର ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା କମ ସମ୍ଭାବନା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଏଥର ଭାରତରେ ଆୟୋଜିତ ହେବ । ଏ ନେଇ ଟିମ ଇଣ୍ଡିଆ ତାର ୧୫ଜଣିଆ ଦଳ ଘୋଷଣା କରିଦେଇଛି । ତୃତୀୟ ଥର ପାଇଁ ଭାରତ ବିଶ୍ୱକପ ଜିତିବା ଆଶାରେ ପଡିଆକୁ ଓହ୍ଲାଇବ । ତେବେ ଘୋଷିତ ଦଳରେ ୩ଜଣ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା ଆଶା କ୍ଷୀଣ ।…

ଭାଇରାଲ୍ ହେଲା ବହୁ ଚର୍ଚ୍ଚିତ ଯୋଡ଼ି ପରିଣୀତି ଓ ରାଘବଙ୍କ ବିବାହ ସମ୍ପର୍କିତ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ଼ାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ…

ଛାତ ଉପରେ କାର ଷ୍ଟଣ୍ଟ୍ କରିବା ପଡ଼ିଲା ଭାରି, ଭିଡିଓ ଦେଖିଲେ ଥରି ଉଠିବ ଛାତି

ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ ଦେଖାଇଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବାଇକ୍ ହେଉ ବା କାରରେ ଦୁଃସାହସିକ ଷ୍ଟଣ୍ଟ କରିବାକୁ ଭଲ ପାଇଥାନ୍ତି । ବେଳେବେଳେ ଏହି ଷ୍ଟଣ୍ଟ ସେମାନଙ୍କ ପାଇଁ…

୨ ହଜାର ଦୀପରେ ବାଲୁକାକଳା, ଜୋ ବାଇଡେନଙ୍କ ଗସ୍ତକୁ ସ୍ୱାଗତ କଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଲାଗି ଆଉ ମାତ୍ର ୨ ଦିନ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମ୍ମିଳନୀରେ ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଆମେରିକା…

ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ, ଜୀବିତ ଅଛନ୍ତି କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା

ମୁମ୍ବାଇ: କିଛି ଦିନ ତଳେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାରିତ ହୋଇଥିଲା । ଏହି ଖବର ପାଇ ତାଙ୍କର ପ୍ରଶଂସକମାନେ ଶୋକପ୍ରକାଶ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ…

ଗୋଟିଏ ଛାତ ତଳେ ରହୁଛନ୍ତି ୬୫ ସଦସ୍ୟ, ବଡ଼ ପରିବାର ଭାବେ ବେଶ୍ ପରିଚିତ

ମଧ୍ୟପ୍ରଦେଶ: ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ । ହେଲେ ଆଜିର ସମୟରେ କେହି ଯୌଥ ପରିବାରରେ ରହିବାକୁ ଇଛା କରୁନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ଦୁନିଆରେ ଅନେକ ଯୌଥ ପରିବାର ରହିଛି,…

ରିଲିଜ୍ ହେଲା ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହେଲା ବଲିଉଡ଼ ଅଭିନେତ୍ରୀ ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର । ଏହି ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଟ୍ରେଲରକୁ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇ ପଡ଼ିଛନ୍ତି । ଏହି ଫିଲ୍ମରେ ଭୁମି ପେଡନେକର, ଶାହନାଜ ଗିଲ,…