ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…
ଭୁବନେଶ୍ଵର: ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନରେ ବଞ୍ଚି ଯାଇଥିବା କିଛି ଖାଦ୍ୟକୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟକୁ ଆମେ ଫ୍ରିଜରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରିଥାଉ । ଏହାଛଡା ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟକୁ ତୁରନ୍ତ…