Latest Odisha News

BREAKING NEWS

ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି: ବାଲୁକା କଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  ।  । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…

ଦୃଷ୍ଟିକୋଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନରେ ଶିକ୍ଷାର ସମାପ୍ତି ନାହିଁ । ଶିକ୍ଷା ନଦୀର ବାଲି ସଦୃଶ । ଆମେ ଯେତିକି ଶିକ୍ଷା ଗ୍ରହଣ କରିଛେ, ନଦୀର ଗୋଟିଏ ବାଲି । ଯିଏ କହେ ମୁଁ ସର୍ବଶାସ୍ତ୍ର ବିଶାରଦ । ତାହା ହେଉଛି ତାର ଅହଂକାର । କାଳିଦାସ କହିଥିଲେ "ବାଳାଦପି…

ଭାଷା ଭାଗବତ : ଲେଖାରେ ଅତ୍ୟୁକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟୁକ୍ତି ବୋଲି ସୁଦ୍ଧା ଜାଣି ସେ କଥା କିଆଁ କହୁଁ ପୁଣି ଥରଟେ ନିଜକୁ ପଚାରୁଁ କ'ଣ କହିବା ସ୍ଥିର କରୁଁ ଅଯଥା ଶବ୍ଦ ଅପଚୟ କରିଲେ ଭାବ ହୁଏ କ୍ଷୟ ମାପିଚୁପି କହିଲେ କଥା ଧ୍ବନିରେ ରହେ ସାରବତ୍ତା ବକ୍ତବ୍ୟ କଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାରଫିଟା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ସର୍ବପ୍ରଥମ ନୀତି ହେଉଛି "ଦ୍ୱାରଫିଟା ନୀତି "। ଏହା କେବଳ ଦ୍ୱାରଫିଟା ପାଇଁ ଉଦ୍ଦିଷ୍ଟ ନୁହେଁ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ପାଇଁ ପାର୍ଥନା…

ଜନ୍ମାଷ୍ଟମୀରେ ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା, ଜାଣନ୍ତୁ ଏହାର ବିଶେଷତ୍ବ

ଭୁବନେଶ୍ବର: ସମଗ୍ର ଦେଶରେ ବେଶ୍ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିରରେ ଖୁବ୍ ଆଡମ୍ବରରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ବ୍ରତ। ସବୁ ବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର…

ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ଲାହୋର: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ସୁପର ୪ ମୁକାବିଲାରେ ଆୟୋଜକ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩୮.୪ ଓଭରରେ ୧୯୩ ରନ କରିଥିଲା । ଶକିବ ଉଲ ହାସନ ୫୩ ଓ ମୁସଫିକର ରହିମ ୬୪ ରନ କରିବା ଯୋଗୁ ବାଂଲାଦେଶ ଏକ ଆଭରେଜ ସ୍କୋର କରିବାରେ…

ଅପରାଧ ନିୟନ୍ତ୍ରଣ ପାଇଁ ସ୍ମାର୍ଟ ହେଉଛି ଭୁବନେଶ୍ୱର ଡିସିପିଙ୍କ ଅଫିସ, ବର୍ଷକରେ ସରିବ ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ବାଣୀବିହାର ଛକରେ ଥିବା ଭୁବନେଶ୍ୱର ଡିସିପିଙ୍କ ଅଫିସ ଚମକିବ। ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହି ନୂଆ ମୁଖ୍ୟାଳୟ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚାରି ମହଲା କୋଠା ଏକ ସ୍ମାର୍ଟ କାର୍ଯ୍ୟାଳୟ ହେବ। ଯେଉଁଥିରେ ସହରରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ…

ଦୁନିଆର ସବୁଠୁ ବୟସ୍କ କୁକୁଡ଼ା, କରିଛି ବିଶ୍ୱ ରେକର୍ଡ଼, ବିତାଉଛି ବିଳାସପୂର୍ଣ୍ଣ ଜୀବନ

ୱାଶିଂଟନ:ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିବା ସହିତ ବିଶ୍ୱ ରେକର୍ଡ଼ ବି କରିଥାନ୍ତି । ସେହିପରି ଆପଣ ଦୁନିଆର ସବୁଠୁ ବୟସ୍କ କୁକୁଡ଼ା ବିଷୟରେ ଜାଣିଛନ୍ତି କି? ଯିଏକି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ କରିିଛି । ଆଉ ତାର ଜୀବନଶୈଳୀ…

ସତର୍କ ସୂଚନା ଜାରି ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି…

ଓଡ଼ିଶାର ଲୋକପ୍ରିୟ ୫ ମେଗା ଧାରାବାହିକ ମଧ୍ୟରେ ରହିଛି ଜୀ ସାର୍ଥକର ୫ ଧାରାବାହିକ

ଭୁବନେଶ୍ୱର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଆସୁଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା…