ବୈଶିଙ୍ଗା ଲ୍ୟାମ୍ପସରେ ଶସ୍ୟ ସଂରକ୍ଷଣ ପାଇଁ ସରକାରଙ୍କ ଗୁରୁତ୍ୱ
ବାରିପଦା: ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ ବୃହତ କ୍ଷେତ୍ର ବହୁମୁଖୀ ସମବାୟ ସମିତି (ଲାମ୍ପସ)କୁ ଚିହ୍ନଟ କରି ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନାରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି…