Latest Odisha News

BREAKING NEWS

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପୂର୍ବତନ ମହିଳା କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ। ବର୍ତ୍ତମାନ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖଳ ଜାରି ରଖିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ଘୋଷଣା କଲେ ପାକିସ୍ତାନର ଅଲୀମ ଦାର

ନୂଆଦିଲ୍ଲୀ: ୧୯ ବର୍ଷର କ୍ୟରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ପାକିସ୍ତାନୀ ଅମ୍ପାୟାର ଅଲୀମ ଦାର ସନ୍ନ୍ୟାସ ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାର ଏଡ୍ରିୟନ ହୋଲ୍ଡଷ୍ଟକ ଓ ପାକିସ୍ତାନର ଏହସାନ ରଜାଙ୍କୁ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା। ହାଇକୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି…

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର: ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ। ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।…

କବିତା : ରାସ୍ତା

ରାମକୃଷ୍ଣ ଯିବାକୁ ମୋର ଜମା ଇଚ୍ଛା ନାହିଁ ଯାହା ଅଛି ହଜିଯାଆନ୍ତି ତା ଭିତରେ ଯାହା ନାହିଁ ତାକୁ ଭରି ଦିଅନ୍ତି ସୁନ୍ଦର ସବୁ ମୋର କଳ୍ପନାରେ, ଅଜସ୍ର ଇଚ୍ଛାଙ୍କ ଉତ୍ସବରେ ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ ବସି ରହିବା ତ ଦୂରର କଥା ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ…

ଭାଷା ଭାଗବତ : ଭାଷା ପାଇଁ ମନସ୍ତାପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କି ହୁଏ ଛପାଇଲେ ବହି ? ମଲାଟ ପିଂଧି ଥାଏ ରହି ପାଠକ ବାଟ ଚାହିଁ ଚାହିଁ କାଳେ କେ ନେବ କି ଉଠାଇ ଏମିତି କିଛି ଘଟେନାହିଁ ସ୍ବଭାଷୀ ପାରେ ସବୁ ସହି କେବଳ କଥା କହି କହି ହୁଏ ମନ ଭିତରେ ଦହି ଭାଷାର ପ୍ରୟୋଗ ସୀମିତ ହେବାରୁ ହୋଇ…

ଘର ଆଗରେ ଲେଖା ହୋଇଛି ଟ୍ରଷ୍ଟ, ଭିତରେ କିନ୍ତୁ ଚାଲିଥିଲା ସେକ୍ସରାକେଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଘର ଆଗାରେ ସାଇବାବା ଟ୍ରଷ୍ଟ ଲେଖାହୋଇଥିଲା। କିନ୍ତୁ ଗୁରୁବାର ସଂଧ୍ୟାରେ ଲିଙ୍ଗରାଜ ପୋଲିସ ଘର ଭିତରେ ଅତର୍କିକ ଚଢାଉ କରିବା ପରେ ସେକ୍ସ ରାକେଟ ଧରାପଡ଼ିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁଙ୍କ ଫେରିବା ପଥକୁ ଚାହିଁଚାହିଁ ଆଉ କିଛି ଦିନ ଚାଲିଗଲା । ଦିନେ ତାଙ୍କଠାରୁ ଖଣ୍ଡିଏ ଲଫାପା ପାଇଲି । ମନରେ ଯେତେ ଆନନ୍ଦ ନେଇ ଚିଠି ଖଣ୍ଡିକ ପଢ଼ିବାପାଇଁ ଖୋଲିଲି, ପଢ଼ିବାବେଳେ କାମଳରୋଗୀ ଭଳି ମୋର ମୁହଁ…

ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି…