Latest Odisha News

BREAKING NEWS

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ, ମିଲିଲା ସନ୍ଦେହଜନକ ଦସ୍ତାବିଜ

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଆଜି ବି ହେଉଛି ଛାନବିନ୍। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ। ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଚଢଉ କରିବା ଘଟଣା ସମଗ୍ର ରାଜ୍ୟର ଗଣମାଧ୍ୟମ ଜଗତରେ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିବା…

ନୀଳ ରଙ୍ଗର ଅକ୍ଟୋପାସ ଦେଖିବାକୁ ସୁନ୍ଦର, କିନ୍ତୁ ମିନିଟ୍‌ରେ ନେଇପାରେ ଜୀବନ

ସିଡ଼ିନ୍ : ସମୁଦ୍ର ଭିତରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଯାହା ଆମକୁ ଅଜଣା । ଖାସ୍‌କରି ସେମାନଙ୍କ ସହିତ ଜଡିତ ବିପଦ ବିଷୟରେ ଆମେ କିଛି ଜାଣି ନଥାନ୍ତି । ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଛି ମିନିଟ୍ ମଧ୍ୟରେ ମାରିଦେଇପାରେ । ଅଷ୍ଟ୍ରେଲିଆର…

ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ ସଜେଇଦେଲେ

ନୂଆଦିଲ୍ଲୀ: ଗଣେଷ ପୂଜା ସାରା ଭାରତରେ ଧୂମଧାମରେ ପାଳନ କରାଯାଉଛି । ଘରୋଇ ପରିବେଶଠାରୁ ଆରମ୍ଭ କରି ଅଫିସ, କ୍ଲବ ଏବଂ ଅନ୍ୟ ସମସ୍ତ ସଂସ୍ଥାରେ ମଧ୍ୟ ଏହା ପାଳିତ ହୋଇଛି । ଆଧୁନିକତାର ଚାକଚାକରେ ଦୃଷ୍ଟି ଆକର୍ଷଣ କରିବା ପାଇଁ କେତେକ ସ୍ଥାନରେ ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ…

ଏଫ ୩୫ ଯୁଦ୍ଧ ବିମାନର ମିଳିଲା ଅବଶେଷ

ୱାଶିଂଟନ: ଆମେରିକା ବାୟୁସେନାର ଏଫ୩୫ ଯୁଦ୍ଧ ବିମାନର ଅବଶେଷ ଶେଷରେ ମିଳିଛି । ସାଉଥ କାରୋଲିନାରେ ଏହା ମିଳିଥିବା ଆମେରିକା ମ୍ୟାରିନ କର୍ପସ ସୂଚନା ଦେଇଛନ୍ତି । ଫାଇଟର ଜେଟ ନିଖୋଜ ହେବା ପରେ ସେନା ଏହାକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗିଥିଲେ । ରବିବାର ଏହି…

ପାରାଦୀପ ସମୂଦ୍ର ମୁହାଣରେ ବୁଡିଗଲା ବୋଟ: ଭାସିଗଲେ ୮ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ସମୂଦ୍ର ମୁହାଣରେ ବୁଡିଲା ବୋଟ। ସ୍ଥାନୀୟ ଲୋକ କହିବା ମୂତାବକ, ଏହି ବୋଟରେ  ୮ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କ ମଧ୍ୟରୁ  ୩ ଜଣ ଭାସି ଯାଇଛନ୍ତି । ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।  ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ,  ଆଜି…

ପ୍ରକାଶ ପାଇଲା ୨୦୨୪ ନିଟ, ଜେଇଇ ପରୀକ୍ଷା ତାରିଖ: ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କେବେ ଜେଇଇ, ନିଟ ପରୀକ୍ଷା ? ଏ ନେଇ ତାରିଖ ଘୋଷଣା କରିଛି ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ (NTA) । ଏନଟିଏ ପକ୍ଷରୁ ଜାରି ସୂଚନା ଅନୁସାରେ, ଜେଇଇ ମେନ ପରୀକ୍ଷା ସେସନ-୧ ୨୦୨୪ ଜାନୁଆରୀ-ଫେବୃଆରୀରେ ହେବ । ସେସନ -୨ ହେବ ୨୦୨୪ ଏପ୍ରିଲରେ…

ନୁହ ହିଂସା ମାମଲା: ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ଗଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ କଂଗ୍ରେସ ବିଧାୟକ ମାମନ ଖାନ  । ହରିଆଣାର ନୁହ ହିଂସା ମାମଲାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡିକୁ ପଠାଇଛନ୍ତି କୋର୍ଟ । ମଙ୍ଗଳବାର କଂଗ୍ରେସ ବିଧାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ସିଜେଏମ ଯୋଗେନ୍ଦ୍ର…

ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି ଭାରତୀୟ ମାନକ ବ୍ୟୁରୋ

ନୂଆଦିଲ୍ଲୀ: ସମଗ୍ର ଦେଶରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି ଭାରତୀୟ ମାନକ ବ୍ୟୁରୋ। ‘ମାନକ କକ୍ଷ’ ପାଇଁ ୧ ଲକ୍ଷ ଓ ଲ୍ୟାବ ପାଇଁ ୫୦୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛି ବିଆଇଏସ୍। ଏନେଇ ଘୋଷଣା କରିଛି ବ୍ୟୁରୋ ଅଫ୍…

ଖଲିସ୍ଥାନୀ ଆତଙ୍କୀ ହରପ୍ରୀତଙ୍କ ହତ୍ୟାକୁ ନେଇ ମୁହାଁମୁହିଁ କାନାଡା-ଭାରତ: ଜବାବ ରଖିଲେ ହରପ୍ରୀତିଙ୍କ ପୁଅ

ନୂଆଦିଲ୍ଲୀ:କାନାଡା-ଭାରତ ସମ୍ପର୍କରେ ଦେଖା ଦେଇଛି ଫାଟ । ଖଲିସ୍ତାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥିବା କହି ସେଠାରେ ଭାରତୀୟ ରାଷ୍ଟ୍ରଦୂତକୁ ବହିଷ୍କାର କରିଛନ୍ତି କାନାଡା ସରକାର । ଅବଶ୍ୟ ଏହାର ପାଲଟା ଜବାବ ଭାରତ ଦେଇଛି ଏବଂ ଭାରତରେ ଥିବା କାନାଡାର…

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ୍‌ ରନ୍‌

ରାଉରକେଲା: ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହେବ। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ।…