ରାଜନୀତିକୁ ନାଁ କହିଲେ ସୋନୁ ସୁଦ୍
ନୂଆଦିଲ୍ଲୀ: ନିଜର ନୂଆ ଫିଲ୍ମ ‘ଫତେହ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତା ତଥା ସ୍ୱେଚ୍ଛାସେବୀ ସୋନୁ ସୁଦ । ଜଣେ ଉଚ୍ଚକୋଟୀର ଅଭିନେତା ହେବା ସହ ବାସ୍ତବ ଜୀବନରେ ସୋନୁ ଜଣେ ଭଲ ମଣିଷ ମଧ୍ୟ । ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ କରି…