Latest Odisha News

BREAKING NEWS

ଜିଏମ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଛଅ ଶ୍ରମିକ ଆହତ

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ୍ ଆଇରନ ପ୍ଲାଣ୍ଟର ଫର୍ଣ୍ଣେସରେ ବିସ୍ଫୋରଣ ଘଟି 6 ଜଣ ଶ୍ରମିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଫର୍ଣ୍ଣେସ୍ ତିନି ନମ୍ବର ପ୍ଲାଣ୍ଟରେ ଶ୍ରମିକମାନେ ଡ୍ୟୁଟି କରୁଥିବା ବେଳେ କୌଣସି ଅଜଣା କାରଣରୁ ଫର୍ଣ୍ଣେସ୍ ଫାଟି…

ବେଦାନ୍ତ ବିରୋଧରେ ବିଜୟୀ ପରେ ସେପ୍ଟେମ୍ବର ୯ରେ ଆୟୋଜନ ହେବ କୃଷକ ବିଜୟ ସମାବେଶ

ପୁରୀ: ଆଗାମୀ ସେପ୍ଟେମ୍ବର ୯ ତାରିଖରେ କୃଷକ ବିଜୟ ସମାବେଶ ମହା ସମାରୋହରେ ପାଳନ ହେବ। ରାଜ୍ୟ ସରକାରଙ୍କ ବେଆଇନ ଜମି ଅଧିଗ୍ରହଣ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ବିଜୟୀ ହେବାପରେ ଏହି ବିଜୟ ପାଳନ କରିବାକୁ ନିଷ୍ପତ୍ତି…

ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର”

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବର୍ଷା କ୍ରିଏସନ୍ ପକ୍ଷରୁ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ "ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର’ । ଏହି ଅବସରରେ ଏହାର ଏକ ସିଡି ମଧ୍ୟ ଉନ୍ମୋଚନ କରାଯାଇଥିଲା । ମ୍ୟୁଜିକ୍ ଭିଡ଼ିଓରେ ଚଳିତବର୍ଷ ରଜ କୁଇନ୍‌ର ପ୍ରଥମ ରନର୍ସଅପ୍…

ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ

ମୁମ୍ବାଇ: ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଓ ତିରୁମାଲା ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡ଼ିଆ । ସେମାନେ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାର ଅନେକ ଫଟୋ ଓ ଭିଡ଼ିଓ…

ମୋଦିଙ୍କୁ ‘ଟର୍ମିନେଟର’ କହିଲା ବିଜେପି,ପୋଷ୍ଟର ସେୟାର କରି ବିରୋଧୀଙ୍କୁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିପକ୍ଷ । ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ୩୧ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ହେବ  ।ଇତି ମଧ୍ୟରେ ଭାରତୀୟ ଜନତାପାର୍ଟି ଟୁଇଟ କରି ବିପକ୍ଷକୁ ଟାର୍ଗେଟ କରିଛି । ବିଜେପି…

ଅନନ୍ୟ ପରିବାର : ଚାଲନ୍ତି ଚାରି ହାତ ଗୋଡରେ, ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ତୁର୍କୀ: ତୁର୍କୀରେ ରହୁଥିବା ଏକ ପରିବାର ଏବେ ଚର୍ଚ୍ଚାରେ । କାରଣ ଏହି ପରିବାରର ସଦସ୍ୟମାନେ ଚାରି ହାତ ଗୋଡରେ ଚାଲନ୍ତି । ଏହି ପରିବାରର ନାମ ହେଉଛି ‘ଉଲ୍ଲାସ ପରିବାର' । ଏପରି ଚାଲି କରି ଏହି ପରିବାର ଦୁନିଆକୁ ଚକିତ କରିଦେଇଛନ୍ତିି । ଏମାନଙ୍କୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ…

ବଢ଼ିବ ଭାରତୀୟ ନୌସେନାର କ୍ଷମତା, ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଯୁଦ୍ଧ ଜାହାଜ ‘ମହେନ୍ଦ୍ରଗିରି’

ମୁମ୍ବାଇ: ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି। ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର ଏହାକୁ ମଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡରେ ଲଞ୍ଚ କରିବେ। ଏହା ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ। ସରକାରୀ ବିବୃତ୍ତିରେ ଏହି ସୂଚନା…

ଏସିଆ କପ କ୍ରିକେଟ: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ ବୃହତ ବ୍ୟବଧାନରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନର ଏହା ଦ୍ୱିତୀୟ ବୃହତ ବିଜୟ । ଭାରତ ୨୦୦୮ରେ ହ ଂକଂ ବିପକ୍ଷରେ ୨୫୬ ରନର ବିଜୟ ହାସଲ କରିଥିଲା । ପାକିସ୍ତାନ…

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ୍‌ର ଫଟୋ ପଠାଇଲା ‘ପ୍ରଜ୍ଞାନ’

ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍…

ଏସିଆ କପ କ୍ରିକେଟ: ଭାରତ-ପାକ ମ୍ୟାଚରେ ୯୦ ପ୍ରତିଶତ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୨ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ଅଛି । ଏହି ମ୍ୟାଚକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହାକି…