Latest Odisha News

BREAKING NEWS

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା…

ହିଂସାର ସବୁ ସୀମା ପାର୍‌, ଗାଁର ସଭାପତିଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା 

ଅନୁଗୁଳ : ଗାଁ ପାଇଁ ସହିଦ ହୋଇଯାଅ…ମନା କଲି ମୋ ପଛରେ ଲାଗନା…ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୂରଣ ହେଲା….ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିବା ପରେ ଏଭଳି କିଛି ବେନାମୀ ଚିଠିରେ ଉଲ୍ଲେଖ ରହିଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଟି ଅନୁଗୋଳ ସଦର ଥାନା…

୭୦ଦିନ ପରେ ଜେଲରୁ ମୁକୁଳିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା । ୭୦ଦିନ ପୋଲିସ ହେପାଜତରେ ରହିବା ପରେ ଏବେ ଜେଲରୁ ବାହାରିଛନ୍ତି ଅଭିନେତା ଶିଜାନ ଖାନ । ଗତ ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତକାଲି ଜେଲରୁ ଆସିବା…

ଟାଟା ଟିଆଗୋକୁ ଟକ୍କର ଦେବାକୁ ଏମଜି ବଜାରକୁ ଆଣିପାରେ ଏହି ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ କାର ବଜାରରେ ବର୍ତ୍ତମାନ ଶସ୍ତା ମୂଲ୍ୟରେ କାର ଲଞ୍ଚ କରିବାକୁ ବିଭିନ୍ନ କମ୍ପାନୀ ଜୋରଦାର ପ୍ରୟାସ କରୁଛନ୍ତି । ତେବେ ବଜାରରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ କମ୍ ମୂଲ୍ୟରେ କେବଳ ଟାଟାର ଟିଆଗୋ ଥିବାବେଳେ ହେକ୍ଟର ପରି ଏସୟୁଭି କାର ଲଂଚ କରି ଲୋକପ୍ରିୟତା…

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ।  ବାଣ ପ୍ରସ୍ତୁତି ବେଳେ ଆଜି ସକାଳେ ଏହି ବିସ୍ଫାରଣ ଘଟିଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୋଳ ଉତ୍ସବ ପାଇଁ ଏଠାରେ ବାଣ ପ୍ରସ୍ତୁତି ଚାଲିଥିଲା । ଗୋଟିଏ ଘରେ ବାଣକୁ …

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…

ଘର ଘର ବୁଲୁଛନ୍ତି ଚୋର, ସିସିଟିଭି ଥାଇ ବି ପୋଲିସକୁ ଖୋଲା ଚ୍ୟାଲେଞ୍ଜ

କାମାକ୍ଷାନଗର: ଗାଁରେ ଚୋରି ଆତଙ୍କ । ରାତି ହେଲେ ଗାଁରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ । କିଛି ଦିନ ହେବ ଗାଁରେ ଏନେଇ ଆତଙ୍କ ଦେଖାଦେଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । ଗାଁରେ ଘର ଘର ବୁଲୁଛନ୍ତି ,ଟାର୍ଗେଟ କରୁଛନ୍ତି ଏବଂ ଲୁଟି ନେଉଛନ୍ତି ଧନ…

ଖସିପଡିଲା ଝୁମର, ଅଳ୍ପକେ ବର୍ତ୍ତିଗଲେ ଏଆର୍ ରହମାନଙ୍କ ପୁଅ

ମୁମ୍ବାଇ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ପୁଅ ଏଆର୍ ଅମିନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଏନେଇ ନିଜେ ଅମିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାସ୍ତବରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​। ବାସ୍ତବରେ, ଅମିନ ଛିଡା…

୩୪ ବର୍ଷ ପରେ କଶ୍ମୀରରେ ହେଉଛି ଶତାଧିକ ଫିଲ୍ମର ଶୁଟିଂ

ନୂଆଦିଲ୍ଲୀ: ଫିଲ୍ମ ପରଦାରେ ଏବେ ପୁନର୍ବାର କଶ୍ମୀରର ସୌନ୍ଦର୍ଯ୍ୟ ଝଲସିବା ଆରମ୍ଭ ହୋଇଛି । ୩୪ ବର୍ଷ ପରେ ଏଠାରେ ଫିଲ୍ମ ଶୁଟିଂର ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ ୨୦୦ ଫିଲ୍ମ, ୱେବ ସିରିଜ ଓ ଆଲବମର ଶୁଟିଂ ଏଠାରେ ହୋଇ ସାରିଲାଣି । ଆତଙ୍କବାଦୀଙ୍କ କବଜାରେ ଥିବା କଶ୍ମୀର…

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ…