Latest Odisha News

BREAKING NEWS

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ମୁମ୍ବାଇ: କୁହାଯାଏ ବୟସ ମାତ୍ର ଏକ ସଂଖ୍ୟା। ପ୍ରାୟତଃ ଅଧୂକ ବୟସ ହୋଇଯାଇଥିବା ବୃଦ୍ଧଙ୍କୁ ଦେଖ୍ ନାନା ପ୍ରକାରର କଥା କହି ଦିଅନ୍ତି। ଅନେକଙ୍କୁ ଲାଗେ ବୟସ ହୋଇଯାଇଥିବା ଲୋକଙ୍କୁ କିଛି କାମ କରିପାରନ୍ତି ନାହିଁ । କେବଳ ଆରମ ଦରକାର ହୋଇଥାଏ। ହେଲେ ମନରେ ଆତ୍ମ ବିଶ୍ବାସ ଥିଲେ ମଣିଷ ସବୁ କିଛି…

କୁକୁର ଭାବି ଘରେ ପାଳିଥିଲେ ଭାଲୁ

ବେଜିଂ: ମଣିଷର କାମରେ ଆସୁଥିବା ପଶୁଙ୍କ ମଧ୍ୟରୁ କୁକୁର ଅନ୍ୟତମ । କୁକୁର ଗୃହପାଳିତ ଏବଂ ପ୍ରଭୁ ଭକ୍ତ । କୁକୁରକୁ ବିଶ୍ୱାସୀ ବୋଲି ମଧ୍ୟ କୁହାଯାଏ। ଅନେକଙ୍କର କୁକୁର ରଖିବାର ସଉକ ରହିଥାଏ । କୁକୁର ରଖିବା ଏବେ ଆଭିଜାତ୍ୟର ସଂକେତ ହୋଇଛି । ଗୋଟିଏ ଗୋଟିଏ କୁକୁରର ମୂଲ୍ୟ କୋଟିଏ ପର୍ଯ୍ୟନ୍ତ…

ରାସ୍ତା ଫଟାଇ ତଳୁ ବିସ୍ଫୋରଣ କଲା ପାଣି ପାଇପ୍‌ ଲାଇନ୍‌; ଜଣେ ମହିଳା ଆହତ, ଦେଖନ୍ତୁ ଭିଡିଓ

ୟୁବତମାଲ; ରାସ୍ତାରେ ସ୍କୁଟି ଚଳାଇ ଆସୁଥିଲେ ମହିଳା। ହେଲେ ହଠାତ୍ ଲାଣ୍ଡାମାଇନ୍ ବିସ୍ଫୋରଣ ପରି ଫାଟିଲା ପାଣି ପାଇପ୍‌ଲାଇନ୍। ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ପୂରା ରାସ୍ତାରେ ପାଣି ସୁଅ ମାଡ଼ିଯାଇଥିଲା। ଶନିବାର ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ…

ପୁରୀରେ ରାମାନୁଜାଚାର୍ଯ୍ୟଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ

ପୁରୀ:ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ…

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ; ୧୪ ଗିରଫ, ସୁନା ଅଳଙ୍କାର ସହ ବନ୍ଧୁକ ଜବତ

ପୁରୀ; ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଚେନ ସ୍ନାଚିଂ ରାକେଟ। ୧୪ ଜଣିଆ ଗ୍ୟାଙ୍ଗକୁ ଗରିଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଫୋନ୍ ଓ ପିସ୍ତଲ ଆଦି ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ…

ବିମାନରେ ପୁଣି ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ; ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉପରେ ପୁଣି ପରିସ୍ରା କରିବା ମାମଲା ସାମ୍ନାକୁ ଆସିଛି। ଏଥର ଏକ ଆମେରିକା ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଆମେରିକା ସହର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାଶକ୍ତ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ…

ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡାକୁ ଉଡ଼ାଣ ଭରିଲା ବିମାନ  

ଭୁବନେଶ୍ୱର : ଆଜି ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିଲା ବିମାନ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶଜ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ…

ମୋ ରଚିତ ଗଳ୍ପ ଓ କବିତା ପାଠକଙ୍କ ହୃଦୟ ଛୁଇଁଯାଉ : ଅନିମା ସ୍ମୃତିପ୍ରଜ୍ଞା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।ବୃତ୍ତିରେ ଶିକ୍ଷୟତ୍ରୀ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନିମା…

ସିବିଆଇ ଓ ଇଡିର ଦୁରୁପଯୋଗ ଅଭିଯୋଗରେ ୯ ବିରୋଧୀ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦସ୍ତଖତ କଲାନି କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି। ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳର ନେତା।  ଯେଉଁ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିର ଯୋଗ ଦେଉଛନ୍ତି ସେମାନଙ୍କ…

‘ଗାଈକୁ ହତ୍ୟା କଲେ ନର୍କରେ ସଢ଼ିବ’ ମୁସଲମାନ ବିଚାରପତି କହିଲେ ବ୍ୟାନ ହେଉ ଗୋହତ୍ୟା

ଆହ୍ଲାବାଦ: ଗୋହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ ହିନ୍ଦୁ ଧର୍ମଗ୍ରନ୍ଥକୁ ଆଧାର କରି କହିଛନ୍ତି ଯେ ଗାଈକୁ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ସଢ଼ିବେ । ଖଣ୍ଡପୀଠ, କେନ୍ଦ୍ର ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈକୁ…