ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣିଥରେ ଖୋଲିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ
ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଜାତୀୟ ଉଦ୍ୟାନ ମୌସୁମୀ ଋତୁ ପାଇଁ ପ୍ରାୟ ୫ ମାସ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ଯଟକଙ୍କ ପାଇଁ ପୁଣି ଖୋଲିଛି।
ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପାର୍କ ଭିତରକୁ ପ୍ରବେଶ କରିପାରିବେ। ଯଶିପୁର ପାର୍ଶ୍ୱରୁ କଳିଆଣି…