Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ଅଫିସର ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଲା ଜଗନ୍ନାଥ ସେନା

ପୁରୀ: ଭାରତୀୟ ସେବା ଅଧିକାରୀଣି ରେଶମା ଲଖାନୀ ଶ୍ରୀମନ୍ଦିର ଭିତରକୁ ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଛି ଜଗନ୍ନାଥ ସେନା । ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ସିଂହଦ୍ୱାରରେ ଲିଖିତ ଅଭିଯୋଗ ଦାୟର କରାଯାଇଛି । ଗତ ୨୪ ତାରିଖ ଦିନ ଭାରତୀୟ ରାଜସ୍ବ ସେବା ଅଧିକାରୀଣି ରେଶମା ଲଖାନୀ…

ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପୁରୀ(ସନ୍ତୋଷ ଦାଶ): କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ଲୁହ ଆଉ କୋହକୁ ସମ୍ବରଣ କରିପାରୁ ନ ଥିଲେ  ଉପସ୍ଥିତ ସିନେପ୍ରେମୀ,ଶୁଭେଛୁ ଓ କଳାକାର । ଏହି ଲୁହ ଆଉ କୋହ କହୁଥଲା କେତେ ଆପଣାର ଥିଲେ ପିଣ୍ଟୁ ନନ୍ଦ ।  ବେଳାଭୂମିରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛି ଓଲିଉଡ ଅଭିନେତା…

ଓସ୍କାର ଉତ୍ସବରେ ଦୀପିକା ହେବେ ଉଦ୍‌ଘୋଷିକା

ମୁମ୍ବାଇ: ମର୍ଯ୍ୟାଦାଜନକ ଫିଲ୍ମ ଆୱାର୍ଡ଼ ‘ଓସ୍କାର ୨୦୨୩’ରେ ଉଦ୍‌ଘୋଷିକା ଭାବେ ନଜରକୁ ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଢେର ଚର୍ଚ୍ଚା ହେଉଛି । କାରଣ ଇଏ ଏମିିତି ଏକ ମଞ୍ଚ ଯେଉଁଠି ଉଦ୍‌ଘୋଷିକା ଭାବେ ଯୋଗ ଦେବା ପାଇଁ କ୍ୱଚିତ୍ ଅଭିନେତା…

କର୍ଣ୍ଣାଟକରେ ୩୦୦ ଏକର ବ୍ୟାପ୍ତ ଫ୍ୟାକ୍ଟ୍ରିରେ ତିଆରି ହେବ ଆଇଫୋନ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି

ବେଙ୍ଗାଲୁରୁ: ଧୀରେ ଧୀରେ ଚୀନରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ…

ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ତାଗିଦ; ଚାଲିଲା ହାଇ ଭୋଲଟେଜ ଡ୍ରାମା

ଢେଙ୍କାନାଳ: ମୁହାଁମୁହିଁ ହୋଇଥିଲେ ଯନ୍ତ୍ରୀ-ମନ୍ତ୍ରୀ । ଯନ୍ତ୍ରୀଙ୍କ କାମରେ ଅବହେଳା ଓ ଅସହଯୋଗ ନେଇ ବର୍ଷିଥିଲେ ମନ୍ତ୍ରୀ । ଯନ୍ତ୍ରୀ କର୍ମକ୍ଷେତ୍ରରେ ରହୁ ନ ଥିବା ନେଇ କଡା ତାଗିଦ କରିଥିଲେ ଜିଲ୍ଲାପାଳ । ଏମିତି ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା…

ଭାଉଜ ସହ ଅବୈଧ ସମ୍ପର୍କ ଅଭିଯୋଗ: ଅଗ୍ନି ପରୀକ୍ଷା ଦେଲେ ଦିଅର

ନିଜର ସତୀତ୍ୱକୁ ପ୍ରମାଣ ଦେବାକୁ ଯାଇ ମାତା ସୀତା ଅଗ୍ନିପରୀକ୍ଷା ଦେଇଥିଲେ, ଯାହା ଆଜି ବି ସ୍ମରଣୀୟ । କିନ୍ତୁ ଆଜିର ଯୁଗରେ ଏପରି ଘଟଣା ଘଟିବା ନିହାତି ଆଶ୍ଚର୍ଯ୍ୟଜନକ । ଏଥର କୌଣସି ମହିଳା ନୁହଁନ୍ତି, ବରଂ ଜଣେ ଯୁବକଙ୍କୁ ତାଙ୍କ ଚରିିତ୍ରର ପ୍ରମାଣ ଦେବାକୁ ଯାଇ ଅଗ୍ନି ପରୀକ୍ଷା ଦେବାକୁ…

ପୁଲିସର ବଡ଼ ସଫଳତା; ଯାଜପୁର ମୂର୍ତ୍ତୀ ଚୋର ରାକେଟ୍‌ର ପର୍ଦ୍ଦାଫାସ୍

ଯାଜପୁର: ଯାଜପୁର ଜିଲ୍ଲା ପୋଲିସର ବଡ ସଫଳତା। ମୂର୍ତ୍ତି ଚୋରୀ ରାକେଟର ପର୍ଦ୍ଦାଫାସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ମୂର୍ତ୍ତିଚୋରଙ୍କୁ ଗିରଫ୍ କରିଛି ଯାଜପୁର ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ। ଗିରଫ ଅପରାଧିଙ୍କ ଠାରୁ…

ଗୋପାଳକୁ ‘NIMHANS’ ନେବା ନେଇ କ୍ରାଇମବ୍ରାଞ୍ଚର ଆବେଦନ ପୁଣି ଖାରଜ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ ଖାରଜ ହୋଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦଲାତ ଗୋପାଳର ଅଧିକ ମାନସିକ ସ୍ଥିତି ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।…

ଏହି ଜିଲ୍ଲାର ପ୍ରତ୍ୟେକ ଥାନାରେ ଏତଲା ଦେଲା ବିଜେପି

ଭଦ୍ରକ: ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ଏତଲା ଦିଆଯାଇଛି। ପୁଲିସ ଯୋଜନା କରି କାର୍ଯ୍ୟକର୍ତ୍ତାକଙ୍କୁ ମାଡ଼ ମାରିଥିବା ବିଜେପି ଅଭିଯୋଗ କରିଛି। ଏନେଇ ଆଜି ଜିଲ୍ଲାର ସମସ୍ତ ଥାନାରେ ବିଜେପି କର୍ମୀ ପହଞ୍ଚି ଏତଲା…

ମାଆଙ୍କୁ ଭେଟିବାକୁ ଯାଇଥିଲେ, ଭାଇ ଫେରାଇ ଦେଲେ

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ମିଆରା ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଜୀବନରେ ଏବେ ଉଠିଛି ଝଡ଼ । ପତ୍ନୀଙ୍କ ଅଭିଯୋଗ ପରେ ବଢି ଚାଲିଛି ଅଡୁଆ । ପତ୍ନୀଙ୍କ ପରେ ଏବେ ଭାଇ ଭାଇଙ୍କ ସଂପର୍କରେ ପଡିଛି ଫାଟ । ଗତ ରାତିରେ ନୱାଜୁଦ୍ଦି ନିଜ…