ଥମୁନି ହାତୀ ଆତଙ୍କ: ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର
ବାରିପଦା: ଥମୁନି ହାତୀ ଆତଙ୍କ । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ମୃତ୍ୟୁବରଣ କରୁଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡ ଅଧିନରେ ଥିବା ବେତନଟୀ ରେଞ୍ଜରେ । ହାତୀ ଘଉଡାଇବା ବେଳେ ହାତୀ ହାବୁଡରେ ପଡିଛନ୍ତି ଫରେଷ୍ଟର ଓ ଜଣେ…