ବ୍ରହ୍ମପୁର ଗୋଷାଣୀନୂଆଗାଁ ନୀଳକଣ୍ଠ ନଗରରେ ମହିଳାଙ୍କୁ ହତ୍ୟା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ବୁଧବାର ସନ୍ଧ୍ୟାରେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୌଦାମିନୀ ରଥ ଅନେକ ଏନଜିଓ ସହ ଜଡିତ ଥିଲେ ଏବଂ ଏଡସ୍ ଆକ୍ରାନ୍ତଙ୍କ…