Latest Odisha News

BREAKING NEWS

ଜଗତସଂହପୁର ଜିଲ୍ଲା ବିଜେପି ପୂର୍ବତନ ଉପସଭାପତିଙ୍କୁ ଆକ୍ରମଣ; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପାରାଦ୍ୱୀପ: ଜଗତସଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ପାରାଦୀପରେ ମରଣାନ୍ତକ ଆକ୍ରମଣ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଜିତଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଥିବା ବେଳେ ହାତ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ସୂଚନା…

କର୍ଣ୍ଣାଟକରେ ଆପକୁ ବଡ ଝଟକା: ଦଳ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କମିଶନର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ବା ଆପକୁ ବଡ ଝଟକା ଲାଗିଛି । ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ଆଜି ଆପ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଭାସ୍କର ରାଓ ଗତକାଲି (ମଙ୍ଗଳବାର) କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଓ…

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର…

ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ଭାରତୀୟ ଯୁବକଙ୍କ ମୃତ୍ୟୁ

ସିଡନୀ: ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ୩୨ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାମ ମହମ୍ମଦ ରହମତୁଲ୍ଲା ସୟିଦ ଅହମ୍ମଦ ହୋଇଥିବାବେଳେ ସେ ତାମିଲନାଡୁର ବାସିନ୍ଦା । ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଯୁବକ ଜଣକ ସିଡନୀର ପଶ୍ଚିମ ଅବର୍ନ ଷ୍ଟେସନରେ ଜଣେ ସଫେଇ…

ପାୱାର ଚାନେଲକୁ ଡେଇଁ ପଡିଲେ ଭିସୁଟ ଛାତ୍ରୀ

ବୁର୍ଲା: ଭିସୁଟର ଜଣେ ଛାତ୍ରୀ ପାୱାର ଚାନେଲକୁ ଡେଇଁ ପଡିଛନ୍ତି। ଛାତ୍ରୀଙ୍କ ନାଁଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି ରାତି ୧୦ଟାରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ସେ ତାଙ୍କର ଜଣେ ସାଙ୍ଗଙ୍କ…

କଟକ-ଭୁବନେଶ୍ୱର-ପୁରୀରେ ଗଡିବ ମେଟ୍ରୋ ଟ୍ରେନ !

ଭୁବନେଶ୍ୱର : ସାରା ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ । ଏହାର ଡିଜାଇନ ଏବଂ ପୋଟ୍ରୋଟାଇପ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହାର କାମ ସରିଯିବ ବୋଲି ଅନୁମାନ କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ କାମ ସରିଗଲେ ଏହା ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ଗଡିବ…

ଗ୍ରୀସରେ ବଡଧରଣର ଟ୍ରେନ ଦୁର୍ଘଟଣା: ୨୬ ଜଣଙ୍କର ମୃତ୍ୟୁ, ବଢିପାରେ ମୃତକଙ୍କ ସଂଖ୍ୟା

ଏଥେନ୍ସ: ଗ୍ରୀସରେ ବିଳମ୍ବିତ ରାତିରେ ଏକ ବଡଧରଣର ଟ୍ରେନ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ତାଜା ସୂଚନା ମୁତାବକ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି | ତେବେ ବର୍ତ୍ତମାନ ବି ଟ୍ରେନ ବଗି ତଳେ ଅନେକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି…

ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କା ଅଧିକ ଦେବେ?

ନୂଆଦିଲ୍ଲୀ: ଆପଣ ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି କି? ଯଦି ହଁ, ଏଣିକି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଏଲିପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି | ଏହି ନୂତନ ଦର ଆଜିଠାରୁ ଲାଗୁହୋଇଥିବାବେଳେ ଏଣିକି ଗ୍ରାହକ ଅଧିକ ୫୦ ଟଙ୍କା ଦେବେ…

ପାକିସ୍ତାନର କୋଟିପତି: ବ୍ୟୁରୋକ୍ରାଟଙ୍କ ଝିଅ ବାହାଘରରେ ଉପହାର ମିଳୁଛି ୭୨ କୋଟି ଟଙ୍କା

ଇସଲାମବାଦ: ପାକିସ୍ତାନ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବିସହ ହୋଇପଡୁଛି । ଦେଶରେ ଖାଦ୍ୟ ପାଇଁ ହାହାକାର । ଦରଦାମ ଆକାଶଛୁଆଁ ।  ଡାକ୍ତରଖାନାରେ ଔଷଧ କିଣିବାକୁ ଅର୍ଥର ଅଭାବ ।  ଚିକିତ୍ସା ଉପକରଣ କିଣିବା ଲାଗି ପାଖରେ ଅର୍ଥ ନାହିଁ । ସ୍ଥିତି ସୁଧାରିବା ପାଇଁ ରାଷ୍ଟ୍ରମୁଖ୍ୟ ଅନ୍ୟ ଦେଶ…

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ…