ଜାନୁଆରି ୨୪ ‘ଡ୍ରାଇଭର୍ସ ଡେ’ ଭାବେ ପାଳନ ପାଇଁ ପ୍ରସ୍ତାବ, ସୁରକ୍ଷିତ ଯାତ୍ରା ପାଇଁ କୁହନ୍ତୁ ଧନ୍ୟବାଦ
ନୂଆଦିଲ୍ଲୀ: ସରକାରୀ ପରିବହନ ନିଗମ ଓ ରାଜ୍ୟ ପରିବହନ ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ସଂସ୍ଥା ଏଏସ୍ଆରଟିୟୁ ପକ୍ଷରୁ ଜାନୁଆରି ୨୪ ତାରିଖକୁ 'ଡ୍ରାଇଭର୍ସ ଡେ' ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗାଡ଼ି…