ଯାଆଁଳା ଭଉଣୀ: ପିନ୍ଧୁଛନ୍ତି ସମାନ ପୋଷାକ, ଏକାଠି ନିଜ ସ୍ୱାମୀଙ୍କୁ ଦେଇଛନ୍ତି ଛାଡପତ୍ର
ନ୍ୟୁୟର୍କ : ଯମଜ ବା ଯାଆଁଳା ଚରିତ୍ରକୁ ନେଇ ଅନେକ ଚର୍ଚ୍ଚା ହୁଏ । ଜଣକୁ ଆଘାତ ଦେଲେ ଅନ୍ୟ ଜଣେ ଯାଆଁଳା କଷ୍ଟ ପାଏ ବୋଲି ଅନେକ କାହାଣୀରେ ସ୍ଥାନିତ ହୋଇଛି । ଉଭୟେ ସମାନ ରଙ୍ଗର ପୋଷାକ ପିନ୍ଧିବା, ସମାନ ଷ୍ଟାଇଲ କରିବା ଦେଖିବାକୁ ମିଳେ । ଅନେକ ମନେ କରୁଥିବେ ହୁଏତ ଏହା କାହାଣୀର ଦୃଶ୍ୟୟାନ…