Latest Odisha News

BREAKING NEWS

ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ

ଲକ୍ଷ୍ନୌ: ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ | ଠକେଇର ଶିକାର ହେବା ପରେ ଏବେ କ୍ରିକେଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି | ଲକ୍ଷ୍ନୌର କ୍ରିକେଟର ଅଭିଷେକ ସିଂ ଏଭଳି ଠକାମିର ଶିକାର ହୋଇଛନ୍ତି | ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବ୍ରେକ…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍‌ରେ ପୁଣେରେ ୮୯ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ଶେଖାୱତ। ମିଳିଥିବା ସୂଚନା…

ନିସର୍ତ୍ତ କ୍ଷମା ମାଗିଲେ ପବନ ଖେଡ଼ା, ଆଶା କରୁଛି ସେ ଆଉ କେବେ ଏମିତି ଭୁଲ୍ କରିବେନି; ହିମନ୍ତ ବିଶ୍ୱ ଶର୍ମା

ଦିଶପୁର: କ୍ଷମା ମଗିଲେ କଂଗ୍ରେସ ନେତା ପବନ ଖେଡ଼ା। ସାର୍ବଜନିକ ସ୍ଥାନରେ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଖେଡ଼ା ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଗତକାଲି ଖେଡ଼ାକୁ ବିମାନରୁ…

କଂଗ୍ରେସ ଏଟିଏମ ଭାବୁଥିଲା, ଆମେ ଭାବୁ ଅଷ୍ଟଲକ୍ଷ୍ମୀ: ମୋଦୀ

କୋହିମା: ଆସନ୍ତା ଫେବୃଆରୀ ୨୭ରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ଏବଂ ମେଘାଳୟ ରାଜ୍ୟ ଗସ୍ତରେ ଯାଇ ପ୍ରଚାର କରିଛନ୍ତି | ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ସମାବେଶକୁ ସମ୍ବୋଧିତ କରିଥିଲେ। ମୋଦୀ କହିଛନ୍ତି ଯେ…

କମେଣ୍ଟମରାକୁ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କଲେ ୩ ଯୁବକ

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,  ବାଲେଶ୍ବର ଜିଲ୍ଲା ସୋର ଥାନା…

ଇଣ୍ଡୋନେସିଆରେ ଭୂମିକମ୍ପ; ଲାଗିଲା ୬.୮ ତୀବ୍ରତାର ଝଟ୍‌କା

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ। ଶୁକ୍ରବାର ସକାଳେ ପୂର୍ବୋତ୍ତର ରାଜ୍ୟ ମାଲୁକରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ସୁନାମୀ ଆସିବାର ଭୟ ସତର୍କ ସୂଚନା ବି ଦିଆଯାଇ ନାହିଁ। ସ୍ଥାନୀୟ ସମୟ ଅନୁସାରେ ଭୋର…

୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବି ଭଡା ଘରେ ରୁହନ୍ତି ଅନୁପମ ଖେର

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ଏକ ଘରକୁ ନେଇ ସ୍ବପ୍ନ ଦେଖିଥାନ୍ତି, ଯେଉଁଠାରେ ସେମାନେ ନିଜର ପରିବାର ଲୋକଙ୍କ ସହିତ ଖୁସିରେ ବଞ୍ଚିପାରିବେ | ଲୋକମାନେ ପ୍ରଥମେ ଘର କିଣିବା ପାଇଁ କଠିନ ପରିଶ୍ରମ କରନ୍ତି, ତା’ପରେ ଏହାକୁ ନିର୍ମାଣ କିମ୍ବା କିଣିବା ପାଇଁ ସେମାନଙ୍କର ପୁରା…

ୟୁକ୍ରେନ୍‌ରେ ସେନା ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ; ଭୋଟ୍‌ରୁ ବିରତ ରହିଲେ ଭାରତ-ଚୀନ

ନୂଆଦିଲ୍ଲୀ: ଋଷକୁ ପୁଣି  ଭାରତ ଓ ଚୀନର ସମର୍ତନ। ମିଳିତ ଜାତୀସଂଘ ସାଧାରଣର ସଭାରେ ହୋଇଥିବା ଭୋଟିଂରେ ପୁଣିତରେ ଭାରତ ଓ ଚୀନ ଦୂରେଇ ରହିଛନ୍ତି। ଋଷ ୟୁକ୍ରେନ୍‌ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ସନ୍ଧ୍ୟାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଋଷ ୟୁକ୍ରେନ୍…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଲେ କୁକୁର ପଲ

ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି  । ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ…