ବର୍ଷାରେ ବେହାଲ ଟୁଇନ ସିଟି; ଆହୁରି ଦୁଇ ଦିନ ଛେଚିବ
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟ କେନ୍ଦ୍ରୀୟାଞ୍ଚଳ ସମେତ ୧୮ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) ।
ପାଣିପାଗ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଟୁଇଟ…