‘କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ଅସୁସ୍ଥ ବୋଲି ଚିତ୍ରିତ କରିବାକୁ ପ୍ରୟାସ କରୁନି’
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳ ଦାସଙ୍କୁ କେବେ ବି କ୍ରାଇମବ୍ରାଞ୍ଚ ମାନସିକ ଅସୁସ୍ଥ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିନାହିଁ।
ଗୁରୁବାର ଓଡ଼ିଶା ବିଧାନସଭାରେ…