Latest Odisha News

BREAKING NEWS

ଖୋଲାରେ ବିଲେଇ ମଳତ୍ୟାଗ କରିବାରୁ ପାଳିତଙ୍କ ନାଁରେ ଥାନାରେ ମାମଲା

ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ…

ନଦୀରୁ ମିଳିଲା ୧୮ କେଜି ଓଜନର ବିରାଟ ମାଛ : ଆଶ୍ଚର୍ଯ୍ୟ ହେଲେ ମତ୍ସ୍ୟଜୀବୀ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି । ଯେତେବେଳେ ସେଗୁଡ଼ିକୁ ଆଖି ସାମ୍ନାରେ ଦେଖୁ ସ୍ୱାଭାବିକ ଭାବରେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଏକ ଛୋଟ ନଦୀରୁ ବିରାଟକାୟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ଦେଖି ନିଜେ ମତ୍ସ୍ୟଜୀବୀମାନେ ବି…

ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଉପରେ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି…

ଟାଇଟାନିକ ରେକର୍ଡ ଭାଙ୍ଗିଲା ଅବତାର ୨

ମୁମ୍ବାଇ: ହଲିଉଡର ସବୁଠାରୁ ସଫଳ ଫିଲ୍ମ ମେକର ଜେମ୍ସ କ୍ୟାମରୁନଙ୍କ ଅବତାର ୨ ଫିଲ୍ମ ଟାଇଟାନିକ ବ୍ୟବସାୟର ରେକର୍ଡ ଭାଙ୍ଗିଛି । ଏହା ପ୍ରଥମେ ଆଭେଞ୍ଜର୍ସ ଇନଫିନିଟି ୱାର ଏବଂ ଷ୍ଟାର ୱାର୍ସ ଏପିସୋଡ ୭ର ରେକର୍ଡ ଭାଙ୍ଗିବା ପରେ ଟାଇଟାନିକ ଉପରେ ଆଖି ପକାଇଥିଲା । ଏବେ ଏହା ବିଶ୍ୱର ସର୍ବାଧିକ…

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି…

କିଏ କହିଲେ ସିନ୍ଦେଙ୍କ ପୁଅ ମୋତେ ମାରିବା ପାଇଁ ଦେଇଛି ସୁପାରୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ରୋମାଂଚକର ଖବର ସମ୍ମୁଖକୁ ଆସିଛି । ମଙ୍ଗଳବାର ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯେ, ସମସ୍ତଙ୍କୁ ଚକିତ କରିଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ବିରୋଧରେ ସାଂଘାତିକ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ…

ଦାଦା ସାହେବ ଫାଲକେ ପୁରସ୍କାର: କୁଇନ କହିଲେ ନେପଟୋଜିମ ମାଫିଆ ପୁଣି ଜିତିଲେ

ମୁମ୍ବାଇ: ସୋମବାର ଦାଦା ସାହେବ ଫାଲକେ ପୁରସ୍କାରର ଘୋଷଣା କରାଯାଇଛି । ଏଥିରେ ବ୍ରହ୍ମାସ୍ତ୍ର ପାଇଁ ରଣବୀର କାପୁର ଓ ଗଙ୍ଗୁବାଇ କାଠିୱାଡି ନିମନ୍ତେ ଆଲିୟାଙ୍କୁ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଘୋଷଣା ପରେ ବଲିଉଡର କୁଇନ ଭାବେ ପରିଚିତ…

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ।…