ଗୋପାଳର ମାନସିକ ଅସୁସ୍ଥତାକୁ ଗୁରୁତ୍ୱ ଦେଉନଥିଲା ପୋଲିସ: ରିପୋର୍ଟ
ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା। ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା…