Latest Odisha News

BREAKING NEWS

ଜାଗର ଦେଖି ଫେରିବା ବେଳେ ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା ୩ ଜୀବନ

ଅନୁଗୋଳ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା  । ଚାଲିଗଲା ୩ ଜୀବନ । ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୩ ଜଣକ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ…

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍‌ପର ଗୁରୁତର

ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି।  ମିଳିଥିବା ଖବର ଅନୁସାରେ, ତମାଣ୍ଡୋ ଥାନା ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ…

ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !

ନୟାଗଡ଼:  ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ। ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ।…

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ହୋଲି ଗିଫ୍ଟ: ବଢିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ଖୁସି ଖବର । ଖୁବଶୀଘ୍ର ସରକାର ତାଙ୍କ କର୍ମଚାରୀଙ୍କୁ ଦେବେ ହୋଲି ଗିଫ୍‌ଟ । ସରକାର ଆଗାମୀ ୧୫ ଦିନ ଭିତରେ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବା ଡିଏ । ଉପରେ ଗୁରୁତ୍‌୰ପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ମାର୍ଚ୍ଚ ୧ ତାରିଖ ହେବ…

ଅଭୁଲା ଗୀତ : ଜାଣେନା ଜାଣେନା

ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଚଳଚ୍ଚିତ୍ର: ସାଧନା, ୧୯୬୪ ଜାଣେନା ଜାଣେନା ଜାଣେନା ଜାଣେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ଫଗୁଣର ଏଇ ଲଗନେ ଜାଣେନା ଜାଣେନା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କିଛି କ୍ଷଣ ପାଇଁ ଚନ୍ଦ୍ରଭାନୁଙ୍କର ଭ୍ରମର ମାନସ ମଧ୍ୟ ସ୍ଥିର ହୋଇଗଲା । ପାପୁଲିରେ ଲୁହ ପୋଛି ଦେଉ ଦେଉ ସେ କଥାରେ ଅମୃତ ଝରାଇ ତାକୁ ପଚାରିଲେ କି ଭାବନା ଭିତରେ ବୁଡ଼ି ରହିଛ ଯେ, ତମ ଆଖିରେ ଏ ଲୁହ ? ମନ ଭିତରେ କିଛି…

କମିବ ପେନସିଲ ସାର୍ପନର,ତରଳଗୁଡ ଓ ଟ୍ରାକିଂ ଡିଭାଇସର ଦାମ

ନୂଆଦିଲ୍ଲୀ:ଶସ୍ତା ହେବ ପେନସିଲ ସାର୍ପନର,ତରଳଗୁଡ ଓ ନିର୍ଦ୍ଦିଷ୍ଟ ଟ୍ରାକିଂ ଡିଭାଇସ । କାରଣ ଏସବୁ ସାମଗ୍ରୀ ଉପରୁ ଟିକସ କମାଇଛି ଜିଏସଟି ପରିଷଦ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ୪୯ ତମ ବୈଠକରେ ଏପରି ନିଷ୍ପତ୍ତି…

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ । ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ…

କବିତା : କେହିଜଣେ

ସସ୍ମିତା ପ୍ରଧାନ କେହିଜଣେ ଆସିଥିଲା ମୋ ଜୀବନରେ ଅତର୍କିତ ଭାବେ ଅତି ନିଜର ହୋଇ ଆପଣା ଲୋକଙ୍କଠାରୁ ଅଧିକ ଭଲ ପାଇ...। ଅନାବନା ଭାବନାରେ ଅନ୍ୟ ମନସ୍କ ରହୁଥିଲି ଅଳପ କହି ବେଶି ହସୁଥିଲି ଅଗଣାରେ ଝୁଣ୍ଟି ପଡି ଆକାଶରେ ଉଡୁଥିଲି ଅଳ୍ପ ଦିନେ ତାର ହୋଇଗଲି....। ଅଳସୀ…

ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ

ଭୁବନେଶ୍ୱର: ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ।ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି  ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି…