ଏମିତି ରେଳ ଷ୍ଟେସନ, ଯେଉଁଠି ନାହିଁ ୧ ନମ୍ବର ପ୍ଲାଟଫର୍ମ , କାରଣ କାହାକୁ ଜଣାନାହିଁ
ବିହାର: ଭାରତୀୟ ରେଳ ବିଶ୍ୱରେ ପ୍ରସିଦ୍ଧ । ଏହା ହେଉଛି ବିଶ୍ୱ ଏବଂ ଏସିଆର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ଏଥି ସହିତ, ଏହିପରି ଅନେକ କାହାଣୀ ରେଳପଥ ସହିତ ମଧ୍ୟ ଜଡିତ, ଯାହାକି ଲୋକଙ୍କୁ ବିସ୍ମିତ କରେ । ଏହିପରି ଗୋଟିଏ ଘଟଣା ବିହାରର ବେଗୁସରାଇରେ ମଧ୍ୟ ଅଛି, ଯାହାର କାରଣ ଏପର୍ଯ୍ୟନ୍ତ…