Latest Odisha News

BREAKING NEWS

ଗୋପାଳର ନାର୍କୋ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ ମୁହଁ ବନ୍ଦ ରଖିବାକୁ ଚାପ ପଡ଼ିଛି କି?

ଭୁବନେଶ୍ୱର: ନବ ଦାସ ପଶ୍ଚିମ ଓଡ଼ିଶାର ଜନପ୍ରିୟ ନେତା ସହିତ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କ ହତ୍ୟାକୁ ୨୧ ଦିନ ବିତିଲାଣି। ହେଲେ ହତ୍ୟା ପଛର କାରଣ ବାବଦରେ ସାରା ରାଜ୍ୟ ଅନ୍ଧାରରେ ରହିଛନ୍ତି। ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ହେଲେ…

କରାଚି ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, ୭ ଜଣଙ୍କର ମୃତ୍ୟୁ

ଇସଲାମାବାଦ: ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏଥିରେ ମୋଟ୍ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ, ପୋଲିସ କର୍ମଚାରୀଙ୍କ ସମେତ ତିନି ଆତଙ୍କବାଦୀ…

ଜଣିକିଆ ନୁହଁ, ଚୌଦ୍ବାର ଜେଲର ତିନି ଜଣିଆ ସେଲରେ ରହୁଛି ଗୋପାଳ ଦାସ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲର ତିନି ନମ୍ବର ସେଲରେ ରହୁନାହିଁ। ବରଂ ଗୋଟିଏ କୋଠରୀରେ ରହୁଥିବା ଅନ୍ୟ ଦୁଇ ଅନ୍ତେବାସୀଙ୍କ ସହିତ ରହୁଛି। ଗୋପାଳ ଭାଗବତ ପଢୁଛି, ଟିଭି ଦେଖିବାକୁ ଇଚ୍ଚା ପ୍ରକାଶ କରୁଛି ଇତ୍ୟାଦି ଅନେକ ଚିତ୍ତଚାଞ୍ଚଲ୍ୟ ଖବର…

ରାଜଧାନୀ ଉପକଣ୍ଠରେ ଦିଲ୍ଲୀର ‘ତିହାର’ ଭଳି ଜେଲ୍ ତିଆରି ହେବ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବଢୁଥିବା କଏଦୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଜାମୁଝାଡ଼ିରେ ଏକ ହାଇ ସିକ୍ୟୁରିଟି ଜେଲ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଯାହା ଦେଶର ରାଜଧାନୀରେ ଥିବା ତିହାର ଜେଲ ଭଳି ରହିବ। ଝାରପଡ଼ା ଜେଲର କ୍ଷମତା ୯୯୦ ଥିବା ବେଳେ ଏଥିରେ…

ଅମୃତ କାଳ ବଜେଟରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ: ନିର୍ମଳା ସୀତାରମଣ

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଛାତ୍ରଙ୍କ କମାଲ: ତିଆରି କଲେ ହାଇଟେକ୍ କୋଟ୍‌, ପିନ୍ଧିଲେ ହୋଇଯିବେ ଅଦୃଶ୍ୟ

ହିନ୍ଦି ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଅଭିନେତା ଅନୀଲ କପୁର ଏକ ଘଣ୍ଟା ପିନ୍ଧିବା ପରେ ଅଦୃଶ୍ୟ ହୋଇଯାଉଥିବା କାହାଣୀ ସିନେପ୍ରେମୀ ନିଶ୍ଚୟ ଦେଖିଥିବେ । ଏଇଟା ରିଲ୍ ଲାଇଫର କଥା । କିନ୍ତୁ ରିଅଲ ଲାଇଫରେ ଏଭଳି ଘଟଣା ଘଟିପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ନିଶ୍ଚୟ । ଚୀନ୍‌ର କିଛି ଛାତ୍ର…

ରାଜ୍ୟର ୧୩ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍‌

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ କାର୍ଯ୍ୟକାରୀ…

କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍‍ ତଥା କିସ୍‍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‍ର ବିଭିନ୍ନ ଷ୍ଟାଡିୟମ୍‍ ଓ…

ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ନେଇ ରାଜନୀତି ତେଜୁଛି । ବିଜେପି ଜୟନାରାୟଣଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିବା ବେଳେ ବିଜେଡି ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା…

ଜୟନାରାୟଣଙ୍କୁ ବିରୋଧ କରି ପ୍ରତିବାଦ, ବିକ୍ଷୋଭକାରୀଙ୍କୁ ଝିଅ ଖୁଆଇଲେ ମିଠା

ସମ୍ବଲପୁର: ଗଣତନ୍ତ୍ରରେ ବିରୋଧ ଏକ ସ୍ୱାଭାବିକ ପ୍ରକ୍ରିୟା । ରାଜ୍ୟରେ ଅନେକ ସମୟରେ ବିରୋଧ ରାଜନୀତି ହୁଏ । ଅନେକ ସମୟରେ ବିରୋଧ ବି ହିଂସାର ରୂପ ନିଏ । ହେଲେ ବିରୋଧ ରାଜନୀତିରେ ଆଜି ସମସ୍ତଙ୍କ ମନ ଜିଣିଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ…