ଫିଲ୍ମ ପ୍ରମୋସନ ପାଇଁ ମେଟ୍ରୋ ଟ୍ରେନ୍ରେ ଅକ୍ଷୟ ଓ ଇମ୍ରାନ୍ ହାସ୍ମୀ
ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସ୍ମୀ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲଫି' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି' । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି ।…