Latest Odisha News

BREAKING NEWS

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା: ବିବାହ ଉତ୍ସବକୁ ମନ ଖୁସିରେ ଯାଇଥିଲେ । ହେଲେ ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି…

ଚମତ୍କାର: ଆସନ୍ତୁ ଜାଣିବା କିପରି ଦେଢ଼ ବର୍ଷର ଶିଶୁ ମୃତ୍ୟୁ ମୁଖରୁ ବଂଚିଲା

ନୂଆଦିଲ୍ଲୀ:ରଖେ ହରି ମାରେ କିଏ । ଏ ଭଳି ଏକ ଘଟଣା ଭାରତର ରାଜଧାନୀରେ ଘଟିଛି । ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ ଅବା କିଏ ମାରିପାରେ । ଦେଢ଼ ବର୍ଷର ଶିଶୁ ଖେଳୁଥିବା ବେଳେ ହଠାତ ସାବୁନ ଫେଣରେ ଭର୍ତି ୱାଶିଙ୍ଗ ମେସିନ ମଧ୍ୟରେ ପଡି ଯାଇଥିଲା । ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…

କ୍ରିକେଟର ତିନି ଫର୍ମାଟରେ ଭାରତ ହେଲା ଏକ ନମ୍ବର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛି । ଦକ୍ଷିଣ ଆଫ୍ରିକା ପରେ ଦ୍ୱିତୀୟ ଟିମ ୩ଟି ଯାକ ଫର୍ମାଟରେ ଭାରତ ଏକ ନମ୍ବର ଟିମ ହୋଇଛି । ଦିନିକିଆ ଏବଂ ଟି୨୦ରେ ପୂର୍ବରୁ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଚଳିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବୃହତ…

ଯୌତୁକ ପାଇଁ… ବିଷ ଦେଇ ମାଆ ସହ ଗର୍ଭସ୍ଥ ଛୁଆକୁ ମାରିଦେଲେ !

ଯାଜପୁର: ସ୍ତ୍ରୀ ମୃତ୍ୟୁ ଶଯ୍ୟାରେ ସଂଘର୍ଷ କରୁଥିଲା, ହେଲେ ସ୍ୱାମୀ ଦେଖିବାକୁ ଆସୁନଥିଲା । ଶ୍ୱଶୁର ଘର ଲୋକେ ବି ବୋହୂକୁ ଦେଖିବାକୁ ଆସିଲେନି । ଶେଷରେ ହସ୍ପିଟାଲ୍ ବେଡରେ ଜୀବନ ସହ ସଂଘର୍ଷ କରି ଆଖି ବୁଜିଦେଲେ ମିଲି । ଏଭି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଗୁହାଳି…

“ବିନ୍ ବ୍ୟାଗ୍‌’ ଆକୃତିର ଡ଼୍ରେସ ପ୍ରତି ବଢୁଛି ଆଦର

ଫେଶନ ଡ଼ିଜାଇନ୍ ଇଣ୍ଡଷ୍ଟ୍ରିର ପରିସର ଖୁବ୍ ଲମ୍ବା । କେବଳ ଗୋଟେ ନିର୍ଦ୍ଦିଷ୍ଟ ଦେଶ ବା ଅଂଚଳ ଭିତରେ ଏହାର ପରିଧି ସୀମିତ ନୁହେଁ । ପୃଥିବୀର ଗୋଟେ ପ୍ରାନ୍ତରେ ତିଆରି ହେଉଥିବା ଡ଼ିଜାଇନର ଡ଼୍ରେସକୁ ନେଇ ଅନେକ ସମୟରେ ସାରା ବିଶ୍ୱରେ ବି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏଇ ଯେମିତି ଜାପାନର ଫେଶନ…

ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି

ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି । ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ସାଙ୍ଗ ହୋଇ ବୁଲୁଥିଲେ..ସାଙ୍ଗ ହୋଇ ଚାଲିଗଲେ ଦୁଇ ବନ୍ଧୁ

ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ ।…