Latest Odisha News

BREAKING NEWS

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ ବ୍ୟବସାୟୀ ଜଣକ ନିଜ…

ମୋବାଇଲ ଚୋରି କଲା ମାଛ: କ୍ୟାମେରାରେ କଏଦ

ଏବେ ପିଲାଠାରୁ ବୁଢାଯାଏ ସମସ୍ତଙ୍କ ଭିତରେ ମୋବାଇଲ ମାନିଆ । ହାତରେ ମୋବାଇଲଟିଏ ପଡ଼ିଲେ ସମସ୍ତେ ଏହାର ଭରପୂର ମଜା ନିଅନ୍ତି । କିନ୍ତୁ ମାଛ ଭିତରେ ବି ମୋବାଇଲ ମାନିଆ ରହିଛି, ଏକଥା କ୍ୱଚିତ୍ ଜାଣନ୍ତି । ଆଖିକୁ ବିଶ୍ୱାସ ହେଉ ନ ଥିବା ଏମିତି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।…

ଠକେଇ ଅଭିଯୋଗ, ତିନି ଜଣଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।…

ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ : ୨୩ଟି ଦେଶ କରିଛି ଭ୍ରମଣ

ନ୍ୟୁଜିଲାଣ୍ଡ: ସାଧାରଣତଃ ଛୋଟ ପିଲାଙ୍କୁ ବାହାରକୁ ନେବା ପାଇଁ ଡ଼ାକ୍ତରମାନେ ବାରଣ କରିଥାନ୍ତି । କାରଣ ବାହାର ପ୍ରଦୂଷଣରେ ପିଲାକୁ ଇମ୍ଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେଥିଲାଗି କୌଣସି ବାପାମାଆ ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ନ ଥାନ୍ତି । ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି…

ପୂରା ଦୁନିଆକୁ ଖୁସି ଖବର ଦେଲା ଚନ୍ଦ୍ରାଯାନ ୩, ଚନ୍ଦ୍ରରେ ଅଛି ଅମ୍ଳଜାନ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ପୂରା ଦୁନିଆକୁ ଆଜି ଖୁସି ଖବର ଜଣାଇଛି । ଚନ୍ଦ୍ରାଯାନର ରୋବର ପ୍ରଜ୍ଞାନ ଦକ୍ଷିଣ ଧ୍ରୁବରେ ସଲଫର, ଆଲମୁନିୟମ, କ୍ୟାଲିସିୟମ, ଆଇରନ, କ୍ରୋମିୟମ, ଟାଇଟେନିୟମ, ମାଙ୍ଗାନିଜ, ସିଲିକନ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ଥିବାର…

କୁନି ଝିଅର ହଜିଗଲା କଣ୍ଢେଇ : ଫେରାଇବାକୁ ପାଇଲଟ ଗଲେ ୬ ହଜାର ମାଇଲ

ନ୍ୟୁୟର୍କ: ବେଳେ ବେଳେ କିଛି ଲୋକ ଏମିତି କିଛି କରି ବସନ୍ତି, ଯାହା ସେମାନଙ୍କୁ କେବଳ ଚର୍ଚ୍ଚିତ କରାଏ ନାହିଁ । ବରଂ ହୃଦୟବାନ ଭାବେ ସାବାସି ପାଇଥାଏ । ଜଣେ ପାଇଲଟଙ୍କ କ୍ଷେତ୍ରରେ ଏମିତି କିଛି ଘଟଣା ଘଟିଲା ଯାହା ତାଙ୍କୁ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ପରିଚିତି ଦେଇପାରିଛି । ଘଟଣାଟି ଘଟିଛି…

ରକ୍ଷାବନ୍ଧନ ଅବସରରେ ‘ଗଦର ୨’ ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲର ଶୁଭାରମ୍ଭ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ଜାତୀୟ କ୍ରୀଡ଼ା ଦିବସ ୨୦୨୩ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଜେଏଲଏନ ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଜାତୀୟ…

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍ ବୁଧବାରଠୁ ତେଜାସ୍ କୋଚ୍ ସହିତ ଗଡ଼ିବ

ଭୁବନେଶ୍ୱର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ମ୍ବଲପୁର ମାର୍ଗ ଦେଇ ଏହାର…

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ଯମ କ୍ରମର ବ୍ୟାଟର: କୋଚ ଦ୍ରାବିଡ

ବେଙ୍ଗାଲୁରୁ: ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଦଳ କିଭଳି ମଧ୍ୟମ କ୍ରମର ବ୍ୟାଟର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆହ୍ୱାର ସାମ୍ନା କରୁଛି ଏକ ପ୍ରେସମିଟ୍ କରି କହିଛନ୍ତି କୋଚ ରାହୁଲ ଦ୍ରାବିଡ। ଶ୍ରେୟାସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତଙ୍କ ଭଳି ପ୍ରମୁଖ ଖେଳାଳି ଆହତ ହୋଇଥିବାରୁ…