Latest Odisha News

BREAKING NEWS

ଅସ୍ତରଙ୍ଗରେ ନିଆରା ରକ୍ଷାବନ୍ଧନ: ଗଛରେ ରାକ୍ଷୀ ବାନ୍ଧି ପର୍ବ ପାଳିଲେ ମହିଳା

ଅସ୍ତରଙ୍ଗ: ରାକ୍ଷୀ । ସୂତା ଖଣ୍ଡିଏ ନୁହେଁ , ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା…

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ…

କିଏ କୀଡନି ତ କିଏ ଦେଲା ଲିଭର: ରକ୍ଷା ବନ୍ଧନରେ ଭଉଣୀ ଦେଲେ ଭାଇକୁ ‘ଜୀବନ’ ଉପହାର

ନୂଆଦିଲ୍ଲୀ: ଭାଇ ପରି କେହି ନାହିଁ । ରାଗୁଥିବ, ମାରୁଥିବ..ହେଲେ ଛାଇ ପରି ଜଗିଥିବ । ଏମିତି ଭାଇ-ଭଉଣୀଙ୍କ ସମ୍ପର୍କ । ଏ ସମ୍ପର୍କ ଦେବାନେବାର ନୁହେଁ । ଏ ସମ୍ପର୍କ ଭାବର…ଭଲ ପାଇବାର । ଏ ସମ୍ପର୍କ ଆବେଗର..ଆଶ୍ୱାସନାର । ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟାବହ ଦୁର୍ଘଟଣା: ଚାଲିଗଲା ୭ ଜୀବନ

ପାଟଣା: ଭୟଙ୍କର ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମିତି ଛାତିଥରା ଦୁର୍ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରେ  । ଏନଏଚ ୨ର ପଖନାରୀ ନକଟରେ ଏହି…

ସତ କି ମିଛ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କ'ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର…

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି । ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ…

କବିତା : ମମତାର ରାକ୍ଷୀ

ଝରଣା ପାଢୀ ଚକଚକିଆ ସୁନା ରଙ୍ଗିଆ ଏଇ ମୋର ରାକ୍ଷୀ ଫୁଲ ସେନେହ ମମତା ଡୋରିରେ ଗୁନ୍ଥା ନୁହଁଇ ରେଶମୀ ଡୋର ।। ଭାଇରେ ଭାଇ ‌ ଭାଇ ମୋ ଭାଇ ଡାହାଣ ହାତ ତୋ ଦେ ବଢାଇ ବାନ୍ଧିବି ରାକ୍ଷୀ ଡୋର ଚାହିଁ ରହିଥିଲି ବରଷକ ପରେ ଆସିଛିରେ ଶୁଭ ବେଳ ।। ଭାଇରେ ଭାଇ ମୋ ସୁନା ଭାଇ…

ଭାଷା ଭାଗବତ : ଭିନ୍ନ ଭିନ୍ନ ମାର୍ଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ, କର୍ମ ଓ ଭକ୍ତି, ଧ୍ୟାନ ମାର୍ଗୀ ହେଲେ ହେଁ ଭିନ୍ନ ଭିନ୍ନ ପ୍ରତ୍ୟେକେ କରଂତି ସଂଧାନ ନିଜ ନିଜର ଲକ୍ଷ୍ୟ ସ୍ଥାନ ଜ୍ଞାନୀଏ ବଚନ ବିଳାସ କର୍ମୀଏ କାର୍ଯ ଅହର୍ନିଶ ଭକ୍ତଗଣ ନାମୋଚ୍ଚାରଣ ଧ୍ୟାନୀଏ ମୌନତା ପାଳନ…