ଭାଷା ଭାଗବତ : ଭିନ୍ନ ଭିନ୍ନ ମାର୍ଗ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜ୍ଞାନ, କର୍ମ ଓ ଭକ୍ତି, ଧ୍ୟାନ
ମାର୍ଗୀ ହେଲେ ହେଁ ଭିନ୍ନ ଭିନ୍ନ
ପ୍ରତ୍ୟେକେ କରଂତି ସଂଧାନ
ନିଜ ନିଜର ଲକ୍ଷ୍ୟ ସ୍ଥାନ
ଜ୍ଞାନୀଏ ବଚନ ବିଳାସ
କର୍ମୀଏ କାର୍ଯ ଅହର୍ନିଶ
ଭକ୍ତଗଣ ନାମୋଚ୍ଚାରଣ
ଧ୍ୟାନୀଏ ମୌନତା ପାଳନ…