ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ କମାଲ କଲେ ଆର.ମାଧବନଙ୍କ ପୁଅ ବେଦାନ୍ତ
ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ବଲିଉଡର ଲୋକପ୍ରିୟ ଅଭିନେତା ଆର.ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ମାଧବନ ପୁଅର ସଫଳତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବେଦାନ୍ତ ପକେଇଥିବା ସମସ୍ତ ପଦକର ଫଟୋ…