ଭୁଷୁଡି ପଡିଲା ପୋଲ, ୧୦ରୁ ଉର୍ଦ୍ଧ୍ଵ ମୃତ୍ୟୁ ଆଶଙ୍କା
ଗାନ୍ଧିନଗର: ଭୁଶୁଡିଲା ଓଭର ବ୍ରିଜ । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଆଶଙ୍କା । ଗୁଜୁରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଏକ ଓଭର ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ବ୍ରିଜ ଉପରେ ଥିବା ସମସ୍ତ ଯାତ୍ରୀ ନଦୀକୁ ପଡିଯାଇଥିଲେ । ତେବେ କିଛି ଲୋକଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ…