ଦେଶର ନିଆରା ରେଳ ଷ୍ଟେସନ: ବିନା ପାର୍ସପୋର୍ଟ ଓ ଭିସାରେ ନୋ ଏଣ୍ଟ୍ରି, ଧରାପଡିଲେ ଜେଲ ଦଣ୍ଡ
ମୁମ୍ବାଇ: ଯେତେବେଳେ ଆମେ ବିଦେଶ ଯାଉ , ସବୁବେଳେ ଭିସା ଓ ପାର୍ସପୋର୍ଟର ଆବଶ୍ୟକତା ପଡିଥାଏ । ଦେଶରେ ଭ୍ରମଣ କରିବା ସମୟରେ ସେଗୁଡିକର ଆବଶ୍ୟକତା ନଥାଏ । ଆପଣମାନେ ହୁଏତ ଜାଣିନଥିବେ ଭାରତରେ ଏପରି ଏକ ରେଳଷ୍ଟେସନ ରହିଛି , ଯେଉଁଠାରେ ଟ୍ରେନ ଯାତ୍ରା କରିବାକୁ ଭିସା ଏବଂ ପାର୍ସପୋର୍ଟର…